Author: TRUPTIMAYEE SAHOO

ଆସନ୍ତା T20 ବିଶ୍ୱ କପ୍ ୨୦୨୬ରେ ଭାରତ ସହିତ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ଟିମ ମନା କରିଛି, ଯାହା ପରେ ବିସିସିଆଇର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏହା ବିଷୟରେ ବିସିସିଆଇର ଉପାଧ୍ୟକ୍ଷ ରାଜୀବ ଶୁକ୍ଲା କହିଛନ୍ତି ଯେ, ପାକିସ୍ତାନ ପକ୍ଷକୁ ନେଇ ଆମେ ଆଇସିସି ସହିତ ସମ୍ପୂର୍ଣ୍ଣ ସହ ମତ ଅଛୁ । ସେ କହିଛନ୍ତି, ଆଇସିସି ଏକ ବୟାନ ଜାରି କରିଛି, ସେମାନେ ସ୍ପୋର୍ଟସମ୍ୟାନସିପ୍ ଉପରେ ଜୋର ଦେଇଛନ୍ତି । ଯେପର୍ଯ୍ୟନ୍ତ ଆମେ ଆଇସିସି ସହ କଥା ନହେଉଛୁ, ସେପର୍ଯ୍ୟନ୍ତ ବିସିସିଆଇ କୌଣସି ନିଷ୍ପତ୍ତି କରିବ ନାହିଁ । ପାକିସ୍ତାନ ସରକାର ତାଙ୍କର କ୍ରିକେଟ ଟିମକୁ ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବା ପାଇଁ ନିଷେଧ କରିଛି । ଏହି ମ୍ୟାଚ୍ ୧୫ ଫେବୃଆରୀରେ କଲମ୍ବୋର ପ୍ରେମଦାସ ଷ୍ଟାଡିୟମରେ ଖେଳାଯିବାକୁ ଥିଲା । ପ୍ରଥମ ଭାବରେ ପାକିସ୍ତାନ କିଛି ସର୍ତ୍ତ ସହିତ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ମନଜୁରି…

Read More