Author: TRUPTIMAYEE SAHOO

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ ଲୋକେ ନିଜ ସ୍ୱାସ୍ଥ୍ୟ ପ୍ରତି ଧୀରେ ଧୀରେ ଅବହେଳା କରୁଛନ୍ତି । ଅଫିସ୍ କାମ, ସ୍କୁଲ୍–କଲେଜ୍ ପଢ଼ା, ଦୀର୍ଘ ଯାତ୍ରା, ଟ୍ରାଫିକ୍ ଜାମ୍ କିମ୍ବା ପାଖରେ ଶୌଚାଳୟ ନଥିବା ଭଳି ପରିସ୍ଥିତିରେ ଅନେକେ ଜାଣିଶୁଣି ପରିସ୍ରାକୁ ଅଟକାଇ ରଖୁଛନ୍ତି । ଆମେ ଭାବୁଥାଉ — “ଆଉ ଟିକେ ସମୟ ଧରି ରଖିଲେ କିଛି ହେବ ନାହିଁ।” କିନ୍ତୁ ବିଶେଷଜ୍ଞମାନଙ୍କ ମତରେ, ଏହି ଛୋଟ ଅଭ୍ୟାସ ଦୀର୍ଘ ସମୟରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ । ଡାକ୍ତରମାନଙ୍କ କହିବା ଅନୁସାରେ, ବୃକକ୍ (Kidney) ନିରନ୍ତର ଭାବରେ ରକ୍ତକୁ ସଫା କରି ପରିସ୍ରା ତିଆରି କରେ । ଏହି ପରିସ୍ରା ମୂତ୍ରାଶୟରେ ସଂଗ୍ରହ ହୋଇଥାଏ ଏବଂ ସମୟ ହେଲେ ବାହାରକୁ ନିଷ୍କାସିତ ହୁଏ । କିନ୍ତୁ ଯେତେବେଳେ ଆମେ ଦୀର୍ଘ ସମୟ ପର୍ଯ୍ୟନ୍ତ ପରିସ୍ରାକୁ ଅଟକାଇ ରଖୁ, ସେତେବେଳେ ମୂତ୍ରାଶୟରେ ଅତ୍ୟଧିକ ଚାପ ସୃଷ୍ଟି ହୁଏ । ଏହି…

Read More