Author: TRUPTIMAYEE SAHOO

ଟେଲିକମ୍ କ୍ଷେତ୍ରର ପ୍ରମୁଖ କମ୍ପାନୀ Bharti Airtel ତାଙ୍କ ଗ୍ରାହକଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି, ଯାହା ଅନେକ ୟୁଜର୍ସଙ୍କୁ ଆଶ୍ଚର୍ଯ୍ୟ ଓ ନିରାଶ କରିଛି । Airtel ଅଫିସିଆଲ୍ ଭାବରେ ଘୋଷଣା କରିଛି ଯେ, ଏବେ ଆଉ Airtel ଗ୍ରାହକମାନେ Perplexity Pro ର ମାଗଣା ସବସ୍କ୍ରିପସନ୍ ଲାଭ ନେଇପାରିବେ ନାହିଁ । ଏହି ଲୋକପ୍ରିୟ AI-ଭିତ୍ତିକ ସର୍ଚ୍ଚ ଓ ରିସର୍ଚ୍ଚ ଟୁଲ୍‌ର ମାଗଣା ଅଫର୍ Airtel ତାଙ୍କ ପ୍ରିପେଡ୍ ଗ୍ରାହକଙ୍କୁ ଦେଉଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯାଇଛି । Airtel ୨୦୨୫ ମସିହାରେ Perplexity Pro ମାଗଣା ସବସ୍କ୍ରିପସନ୍ ଅଫର୍ ଲଞ୍ଚ କରିଥିଲା । ଏହାର ମୂଳ ଉଦ୍ଦେଶ୍ୟ ଥିଲା ଗ୍ରାହକଙ୍କୁ ଏକ ଅତିରିକ୍ତ ଡିଜିଟାଲ୍ ସୁବିଧା ପ୍ରଦାନ କରିବା । Perplexity Pro ଏକ ପ୍ରିମିୟମ୍ AI ସେବା, ଯାହାର ବାର୍ଷିକ ସବସ୍କ୍ରିପସନ୍ ମୂଲ୍ୟ ପ୍ରାୟ ୧୭,୦୦୦ ଟଙ୍କା । Airtel…

Read More