Author: TRUPTIMAYEE SAHOO

ଶ୍ରୀମନ୍ଦିର ଗ୍ରାଣ୍ଡ ସେଣ୍ଟର୍ ଏବଂ ସାଂସଦ ସୁଭାଶିଷ ଖୁଣ୍ଟିଆଙ୍କୁ ଉଡ଼ାଇବାକୁ ସୋସିଆଲ୍ ମିଡ଼ିଆରେ ଧମକ ଦେଇଥିବା ପୋଷ୍ଟ ଘଟଣା ପୁରୀ ପୋଲିସ୍ ଏବଂ ସିଟି ଡିଏସପିଙ୍କ ନେତୃତ୍ୱରେ ତନାଘନା ପରିସ୍ଥିତି ସୃଷ୍ଟି କରିଛି । ଜୁଲି ରାଣୀ ପଣ୍ଡା ନାମକ ଏକ ଫେସବୁକ୍ ଆକାଉଣ୍ଟ ମାଧ୍ୟମରେ ପୋଲିସ୍ କୁ ଟ୍ରିପଲ୍ ଚ୍ୟାଲେଞ୍ଜ ଦେଇ ଶ୍ରୀମନ୍ଦିର, ଗ୍ରାଣ୍ଡ ସେଣ୍ଟର୍ ଓ ସାଂସଦଙ୍କୁ ଲକ୍ଷ୍ୟ କରି ଧମକ ଦେଇଥିବା ପୋଷ୍ଟ କରାଯାଇଛି। ଏହି ଘଟଣା ପରେ ପୁରୀ ଏସପି ଓ ସିଟି ଡିଏସପି ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଛି । ସେମାନେ ଶ୍ରୀମନ୍ଦିର ସୁରକ୍ଷା ବାହିନୀ, STU ସହ ସମସ୍ତ ପୋଲିସ୍ ଫୋର୍ସକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ମୂଳ ଆଇଡି ଚିହ୍ନଟ କରି ବ୍ୟକ୍ତିଙ୍କୁ ଧରି ତଦନ୍ତ କରାଯାଉଛି । ଫେସବୁକ୍ URLରୁ ସମସ୍ତ ତଥ୍ୟ ସଂଗ୍ରହ କରାଯାଇଛି, କିଏ ଆଇଡିକୁ ଚାଲାଇଥିଲେ ଏବଂ କେଉଁଠାରୁ ଏହି ପୋଷ୍ଟ ଆସିଥିଲା ସେଥିରେ…

Read More