Author: TRUPTIMAYEE SAHOO

ବୈଦିକ ଜ୍ୟୋତିଷ ଅନୁସାରେ ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରନ୍ତି । ଏହି ଦୃଶ୍ୟରେ ନ୍ୟାୟର ଦେବତା ଶନି ମୀନ ରାଶିରେ ବିରାଜମାନ ଥିବା ସମୟରେ ଫେବୃଆରୀ ୬ ତାରିଖରେ ଏହା ରାଶିକୁ ଛାଡ଼ି ଚଳନ କରିବେ । ଏହି ଦିନ ବୁଧ-ଶନିଙ୍କ ଦୁର୍ଲଭ ଯୋଗ ସୃଷ୍ଟି ହେବାକୁ ଯାଉଛି, ଯାହା କିଛି ରାଶିଙ୍କ ଜୀବନରେ ଭାଗ୍ୟ ଉଦୟ କରିବ । ବୃଷ-ରାଶିଙ୍କ ପାଇଁ ବୁଧ-ଶନି ଯୋଗ ଆର୍ଥିକ ସ୍ଥିତି ଓ କର୍ମକ୍ଷେତ୍ରରେ ଉନ୍ନତି ନେଇ ଆସିବ । ଯେଉଁମାନେ ଚାକିରି ବଦଳାଇବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ । ବ୍ୟବସାୟରେ ମାନ୍ଦାବସ୍ଥା ଦୂର ହେବା ସହ ବଡ଼ ଡିଲ୍ ଫାଇନାଲ୍ ହେବ । ପରିବାର ମଧ୍ୟରେ ମନୋମାଳିନ୍ୟ ଦୂର ହେବା ସହ ନୂଆ ସଂସ୍ଥାପନାରେ ଲାଭ ମିଳିବ । କର୍କଟ-ରାଶିଙ୍କ ପାଇଁ ବୁଧ-ଶନି ଯୋଗ ସମସ୍ୟା ଦୂର କରିବା ସହ ନୂଆ ବ୍ୟବସାୟ…

Read More