Author: TRUPTIMAYEE SAHOO

ବାଂଶପାଳ ବ୍ଳକ୍ ର କୋଡିପଶା ପଞ୍ଚାୟତ । ତା’ରି ଭିତରେ ପାହାଡ ତଳେ ବଣ ଜଙ୍ଗଲ ମଧ୍ୟରେ ଏକ ଛୋଟ ଗାଁ – ଘୁଙ୍ଗି । ଆଦିମ ଜନଜାତି ଜୁଆଙ୍ଗ ଲୋକଙ୍କ ବସତି । ମୋଟ ପରିବାର ସଂଖ୍ୟା ଛତିଶ ହେବ । ଏଇଠୁ ଆସିଛନ୍ତି ମୋହନ ମାଝୀ, ଲୋକଙ୍କ ମୁଖ୍ୟମନ୍ତ୍ରୀ । ଏଇମାନଙ୍କ ବିଧାୟକ । ଏଠି ସମସ୍ତ ଗରିବଙ୍କ ଧାର୍ଯ୍ୟ ସୀମା ରେଖା ତଳେ। । ତେନ୍ଦୁଲକର କମିଟିର ମତ ଅନୁସାରେ ଗ୍ରାମାଞ୍ଚଳରେ ଯେଉଁ ଲୋକ ଦିନକୁ ସତେଇଶ ଟଙ୍କା ପର୍ଯ୍ୟନ୍ତ ଖାଇବା ପାଇଁ ଖର୍ଚ୍ଚ କରିପାରେ ନାହିଁ ସେ ଗରିବ। ଏଠି ତ ଅର୍ଥନୀତି ପୁରା ଅଲଗା। ଏଠି ଖାଇବାକୁ ଖର୍ଚ୍ଚ କରିବାର କଥା ନାହିଁ, ପାରିବାର କଥା ନାହିଁ, ଏଠି ମିଳିଲେ ଖାଇବ, ନହେଲେ ନାହିଁ । ମଜୁରୀ ମିଳିଲେ, ପଇସା ଆସିବ । ପଇସା ଆସିଲେ ଖାଇବା ଆସିବ। ଯଦି ତେନ୍ଦୁଲକର କମିଟି ଏମାନଙ୍କୁ…

Read More