Author: TRUPTIMAYEE SAHOO

ଭାରତରେ Redmi Note 15 Pro ଏବଂ Redmi Note 15 Pro+ 5Gର ସେଲ୍ ଆଜି ଆରମ୍ଭ ହୋଇଛି। ଏହି ଫୋନଗୁଡ଼ିକ Xiaomiର ଅଫିସିଆଲ୍ ୱେବସାଇଟ୍ ସହିତ Amazon Indiaରେ ବିକ୍ରୟ ପାଇଁ ଉପଲବ୍ଧ ଅଛି। ଗତ ସପ୍ତାହରେ ଭାରତରେ ଲଞ୍ଚ ହେବା ପରେ, ଏହି ଫୋନଗୁଡ଼ିକ ଗ୍ରାହକଙ୍କ ମଧ୍ୟରେ ଏବେ ଯଥେଷ୍ଟ ଆଗ୍ରହ ସୃଷ୍ଟି କରିଛି। ଯଦି କେହି ଫୋନ କିଣିବାକୁ ଚାହାଁନ୍ତି, ସେମାନେ କମ୍ପାନୀର ଅଫର୍ ଏବଂ EMI ଅପ୍ସନ ପାଇପାରିବେ । HDFC ବ୍ୟାଙ୍କ କ୍ରେଡିଟ୍ କାର୍ଡ ସହିତ Redmi Note 15 Pro ସିରିଜ୍ କିଣିଲେ ଗ୍ରାହକ ୨,୦୦୦ ଟଙ୍କାର ଡିସକାଉଣ୍ଟ ଏବଂ Redmi Note 15 Pro+ ପାଇଁ ୩,୦୦୦ ଟଙ୍କା ବ୍ୟାଙ୍କ ଡିସକାଉଣ୍ଟ ଉପଭୋଗ କରିପାରିବେ । ଏଥିସହ, ନୋ-କଷ୍ଟ EMI ଅପ୍ସନ ମଧ୍ୟ ଉପଲବ୍ଧ ଅଛି। Redmi Note 15 Pro ର ବିଶେଷତା: ଏହି ଫୋନରେ ୬.୮୩ ଇଞ୍ଚ…

Read More