Author: TRUPTIMAYEE SAHOO

ଅଭିନେତା ମନୋଜ ବାଜପେୟୀଙ୍କ ଆଗାମୀ ଫିଲ୍ମ ‘ଘୁସଖୋର ପଣ୍ଡତ’କୁ ନେଇ ବିବାଦ ତେଜିଛି । ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ, ଏହି ଫିଲ୍ମର ନାମ ଓ ବିଷୟବସ୍ତୁ ବ୍ରାହ୍ମଣ ସମାଜର ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ FIR ରଜୁ କରାଯାଇଛି। ଫିଲ୍ମର ଟିଜରରେ ଦେଖାଯାଇଛି ଯେ ଜଣେ ଦୁର୍ନୀତିଗ୍ରସ୍ତ ପୋଲିସ ଅଫିସରଙ୍କୁ ‘ପଣ୍ଡତ’ ବୋଲି ସମ୍ବୋଧନ କରାଯାଇଛି । ଯାହାର ସହିତ ଲାଞ୍ଚୁଆ ଶବ୍ଦ ବ୍ୟବହାର କରାଯାଇଛି। ଏହାକୁ ଏକ ନିର୍ଦ୍ଦିଷ୍ଟ ଜାତି ପ୍ରତି ଅପମାନ ବୋଲି ମନାଯାଉଛି। ଲକ୍ଷ୍ଣୌର ହଜରତଗଞ୍ଜ ଥାନାରେ Netflix, ନିର୍ଦ୍ଦେଶକ ରିତେଶ ଶାହ ଏବଂ ପ୍ରଯୋଜକ ନୀରଜ ପାଣ୍ଡେଙ୍କ ବିରୋଧରେ ମାମଲା ଦାୟର କରାଯାଇଛି। ଫିଲ୍ମର ପ୍ରଯୋଜକ ନୀରଜ ପାଣ୍ଡେ କହିଛନ୍ତି, “ଏହା ଏକ ସଂପୂର୍ଣ୍ଣ କାଳ୍ପନିକ କାହାଣୀ । ଫିଲ୍ମ କୌଣସି ସମ୍ପ୍ରଦାୟ କିମ୍ବା ଜାତି ପ୍ରତି ଅପମାନ ଦେବାକୁ ଉଦ୍ଦିଷ୍ଟ ନୁହେଁ । ଏହି ବିବାଦ ପରେ, ସୋସିଆଲ ମିଡିଆରୁ ଟିଜରକୁ…

Read More