Author: TRUPTIMAYEE SAHOO

ଆଜିକାଲି ଦୈନନ୍ଦିନ ଜୀବନରେ ଖାଦ୍ୟ ଓ ପାନୀୟ ବିକଳ୍ପରେ ଅନେକ ଭୁଲ୍ ଅଭ୍ୟାସ ଆମର ହାଡକୁ ଦୁର୍ବଳ କରୁଛି । ପ୍ରତ୍ୟେକ ୫ ଜଣରେ ୧ ଜଣ ହାଡ ଦୁର୍ବଳତା ସମସ୍ୟାରେ ଶିକାର ହେଉଛନ୍ତି । ପୂର୍ବରୁ ଏହି ସମସ୍ୟା ମୁଖ୍ୟତଃ ବୟସ୍କ ଲୋକଙ୍କ ପାଇଁ ସୀମିତ ଥିଲା, କିନ୍ତୁ ଏବେ ଏହା ଯୁବ ପିଢ଼ିରେ ମଧ୍ୟ ଦେଖାଯାଉଛି । ଡାକ୍ତରମାନେ  ହାଡକୁ ଶକ୍ତିଶାଳୀ ରଖିବା ପାଇଁ ପ୍ରମୁଖ ତତ୍ତ୍ୱ ହେଉଛି କ୍ୟାଲସିୟମ୍ ଓ ଭିଟାମିନ୍ ଡି। ଏହି ଦୁଇ ତତ୍ତ୍ୱ ଯଦି ଅପର୍ଯ୍ୟାପ୍ତ ରହେ, ତେବେ ଆଣ୍ଠୁ ଗଣ୍ଠି ଦରଜ, ହାଡ ଦୁର୍ବଳତା ଏବଂ ବିଭିନ୍ନ ହାଡ ସମସ୍ୟା ଘଟିପାରେ। ଅଧିକ ଲୁଣ ଖାଇବାର ପ୍ରଭାବ: ଲୁଣ ଖାଦ୍ୟର ସ୍ୱାଦ ବଢାଇଥାଏ, କିନ୍ତୁ ଅଧିକ ଲୁଣ ହାଡକୁ ଦୁର୍ବଳ କରେ । ଲୁଣରେ ସୋଡିୟମ ଅଧିକ ଥାଏ, ଯାହା ଦେହରୁ ୟୁରିନ୍ ମାଧ୍ୟମରେ କ୍ୟାଲସିୟମ ବାହାରକୁ କରିଦିଏ । ଫଳସ୍ୱରୂପ…

Read More