Author: TRUPTIMAYEE SAHOO

ପଖାଳ ପରେ ଓଡ଼ିଆଙ୍କ ପ୍ରିୟ ମିଠା ହେଉଛି ରସଗୋଲା। ଏହା ସାଧାରଣ ଭାବେ ସମସ୍ତଙ୍କ ପାଇଁ ଖାସକରି ଓଡ଼ିଶାରେ ରସଗୋଲା ପାଇଁ ବିଶେଷ ସ୍ଥାନ ରହିଛି । ମଧୁର ସ୍ୱାଦ, ସଜାଗ ପ୍ରସ୍ତୁତି ଏବଂ ପୌରାଣିକ ପରମ୍ପରାର ସଂଯୋଗରୁ ରସଗୋଲା ସମସ୍ତଙ୍କ ହୃଦୟରେ ଅନନ୍ୟ ସ୍ଥାନ ରଖିଛି। ଘରେ ଶୁଭ କାମ କିମ୍ବା ଉତ୍ସବ ଆରମ୍ଭ ହେବାକୁ ଥିଲେ, ପ୍ରଥମେ ମିଠା ବା ରସଗୋଲା ଖାଇବା ପରମ୍ପରା ଅଛି।  ରସଗୋଲାରେ ଅନେକ ପୋଷକ ଗୁଣ ରହିଛି। ରସଗୋଲା ଛେନାରୁ ପ୍ରସ୍ତୁତ ହୁଏ, ଯାହାରେ ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଲାକ୍ଟିକ୍ ଏସିଡ୍ ଏବଂ କେସିନ ଭରପୁର ମାତ୍ରାରେ ଥାଏ। ଏହି ଗୁଣ ଦୃଢ ହାଡ଼, ଶକ୍ତିଶାଳୀ ମାଂସପେଶୀ, ଉଚ୍ଚ ଉର୍ଜା ଏବଂ ସୁସ୍ଥ ପାଚନ ପ୍ରକ୍ରିୟା ପାଇଁ ଉପକାରୀ। ରସଗୋଲାର ସ୍ୱାସ୍ଥ୍ୟ ଲାଭ ଅନେକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ: ୧. ଜଣ୍ଡିସରେ ଉପକାରୀ – ଯଦି କାହାର ଜଣ୍ଡିସରେ ଅସୁବିଧା ରହିଛି, ରସଗୋଲା ଖାଇବା ଦ୍ୱାରା…

Read More