Author: TRUPTIMAYEE SAHOO

ସୁନ୍ଦର ତ୍ୱଚା ଲୋକମାନଙ୍କ ପାଇଁ ସର୍ବଦା ପ୍ରାଥମିକତା ହୋଇଥାଏ । ଏଥିପାଇଁ ବଜାରରେ ବିଭିନ୍ନ ପ୍ରକାରର ବିୟୁଟି ପ୍ରଡକ୍ଟ ଉପଲବ୍ଧ ରହିଥାଏ । ସେହିପରି ଘରେ ଥିବା ସାଧାରଣ ଉପକରଣ ଓ ସହଜ ଅଭ୍ୟାସ ମଧ୍ୟ ନିଜର ଚର୍ମ ଓ କେଶକୁ ସୁସ୍ଥ ରଖିପାରେ। ଅଧିକାଂଶ ଲୋକ ହାତ ଗାମୁଛା କିମ୍ବା ଅନ୍ୟାନ୍ୟ ଅସଫା ଉପକରଣକୁ ମୁହଁ ଓ ଚର୍ମ ପରିଷ୍କାର ପାଇଁ ବ୍ୟବହାର କରନ୍ତି। ଏହା ଦ୍ୱାରା ବ୍ରଣ, ଫଙ୍ଗାଲ୍ ଇନଫେକ୍ସନ୍ ଏବଂ ଅନ୍ୟାନ୍ୟ ସ୍କିନ ରୋଗର ସମ୍ଭାବନା ବଢ଼ିଯାଏ। ତେଣୁ ଚର୍ମ ବିଶେଷଜ୍ଞମାନେ ସଫା  ତଉଲିଆ ବ୍ୟବହାର କରିବାର ପରାମର୍ଶ ଦିଅନ୍ତି। ମେକଅପ୍ ବ୍ରସ୍ ଓ ବଡି ବ୍ରସ୍ ମଧ୍ୟ ସତର୍କ ଭାବେ ବ୍ୟବହାର କରାଯିବା ଉଚିତ । ଯଦି ଏହାକୁ ନିୟମିତ ସଫା କରିବା ଓ ବ୍ୟବହାର ନ କରାଯାଏ ତେବେ ସେମାନେ ପ୍ରାକୃତିକ ଚର୍ମକୁ କ୍ଷତି ପହଞ୍ଚାଇ ପାରନ୍ତି । ପ୍ଲାଷ୍ଟିକ୍ ପାନିଆ ଓ ଅନ୍ୟାନ୍ୟ…

Read More