Author: Ayesha Debnath

Pragnancy: ମା’ ହେବା ସମସ୍ତ ମହିଳାଙ୍କର ସବୁଠାରୁ ସୁନ୍ଦର ସ୍ୱପ୍ନ । ଗର୍ଭବତୀ ହେବାର ଖବର ଶୁଣିବା ପରେ ଆମେ ନିଜର ଧ୍ୟାନ ରଖିବା ଆବଶ୍ୟକ । ମନକୁ ଖୁସି ଏବଂ ପୁଷ୍ଟିକର ଖାଦ୍ୟ ଖାଇବା ଦ୍ୱାରା ମା’ ଏବଂ ଛୁଆ ଦୁହିଁଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ । ହେଲେ ବେଳେ ବେଳ ଏହି ସ୍ୱପ୍ନକୁ ପୁରଣ କରିବା ପାଇଁ ଅନେକ ସମସ୍ୟା ଦେଖା ଦେଇଥାଏ । ସେଥିପାଇଁ ଗର୍ଭାବସ୍ଥାର ପ୍ରଥମ ଦିନରୁ ଆମକୁ କିଛି ଜିନିଷ ଉପରେ ବିଶଷେ ଧ୍ୟାନ ଦେବାକୁ ପଡ଼ିଥାଏ । ଗର୍ଭାବସ୍ଥାରେ ମା’ର ସ୍ୱାସ୍ଥ୍ୟ ଯେତିକି ଗୁରୁତ୍ୱପୂର୍ଣ୍ଣ ତାଠୁ ଗୁରୁତ୍ୱପୂର୍ଣ୍ଣ ଗର୍ଭରେ ବଢୁଥିବା ଶିଶୁର । କାରଣ ମା’ର ଖାଇବା ପିଇବା ଠାରୁ ଆରମ୍ଭ କରି ଆଚରଣ ସବୁକିଛି ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପକାଏ । ତେଣୁ ଏହି ସମୟରେ ମା’କୁ ଅନେକ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ । ଯେମିତି କି…

Read More