Author: Ayesha Debnath

Mor Pankh: ମୟୁର ଆମ ଜାତୀୟ ପକ୍ଷୀ । କଳା ମେଘ ଦେଖିଲେ ମୟୁର ତାର ପୁଚ୍ଛ ଖୋଲି ନାଚିଥାଏ । ଯାହା ଦେଖିବାକୁ ବହୁତ ସୁନ୍ଦର ଲାଗେ । ଭଗବାନ ଶ୍ରୀକୃଷ୍ଣଙ୍କର ମୟୂର ପୁଚ୍ଛ ଅତି ପ୍ରିୟ । ସେଥିପାଇଁ ତାଙ୍କ ଶୃଙ୍ଗାରରେ ମୟୂର ପୁଚ୍ଛକୁ ବିଶେଷ ସ୍ଥାନ ଦିଆଯାଇଛି । ଏହା ବିନା ତାଙ୍କର ସ୍ୱରୂପ ଅସମ୍ପୂର୍ଣ୍ଣ ବୋଲି ଜଣାଯାଏ । ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ରରେ ମଧ୍ୟ ମୟୂର ପୁଚ୍ଛକୁ ଶୁଭର ପ୍ରତୀକ ବୋଲି କୁହାଯାଇଛି । ଶାସ୍ତ୍ର ଅନୁସାରେ ଘରେ ମୟୁର ପୁଚ୍ଛ ରଖିଲେ ଘର ମଧ୍ୟରେ ସାକରାତ୍କମକ ପରିବେଶ ସୃଷ୍ଟି ହୋଇଥାଏ। ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘରେ ମୟୁର ପଙ୍ଖ ରଖିବା ସୁଖ ଏବଂ ସମୃଦ୍ଧତା ଆଣିଥାଏ। ପିଲାଦିନେ, ଆମମାନଙ୍କ ମଧ୍ୟରୁ ଅଧିକାଂଶ କପି ଏବଂ ବହି ଭିତରେ ମୟୂର ପଙ୍ଖ ରଖୁଥିଲେ।ଯେତେବେଳେ କି କିଛି ଲୋକ ସେମାନଙ୍କ ଘରେ ମୟୂର ପୋଷା ମଧ୍ୟ…

Read More