Author: Ayesha Debnath

Land: ପ୍ରତ୍ୟେକ ବ୍ୟକ୍ତି ନିଜ ଘର ତିଆରି କରିବାର ସ୍ୱପ୍ନ ଦେଖନ୍ତି। ମଣିଷ ନିଜ ସ୍ୱପ୍ନର ଘର ତିଆରି କରିବା ପାଇଁ ଅନେକ କଠିନ ପରିଶ୍ରମ କରେ । ଅନେକ ଥର ଜଣେ ବ୍ୟକ୍ତି ନିଜ ସ୍ୱପ୍ନର ଘର ନିର୍ମାଣ ଏବଂ ଶାନ୍ତି ପାଇବା ପାଇଁ ଦେଶର ଯେକୌଣସି କୋଣକୁ ଚାଲି ଯାଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଭାରତର ଏହି ରାଜ୍ୟଗୁଡ଼ିକରେ ବାହାର ଲୋକ ଘର ନିର୍ମାଣ କରିପାରିବେ ନାହିଁ କି ଜାଗା କିଣି ପାରିବେ ନାହିଁ। ଏହି ସ୍ଥାନଗୁଡ଼ିକରେ ଜମି କିଣିବା ମନା: ହିମାଚଳ ପ୍ରଦେଶ: ଅନେକ ଲୋକ ପାହାଡ଼ ପରିଦର୍ଶନ କରିବାକୁ ପସନ୍ଦ କରନ୍ତି । କାରଣ ଏକ ହିଲ ଷ୍ଟେସନରେ ମିଳୁଥିବା ଶାନ୍ତି ଅନ୍ୟ କେଉଁଠାରେ ମିଳେନାହିଁ । ହିମାଚଳ ପ୍ରଦେଶରେ ଥିବା ହିଲସ ଷ୍ଟେସନ ପାଇଁ ପ୍ରସିଦ୍ଧ । କିନ୍ତୁ ଏଠାରେ ବାହାର ଲୋକଙ୍କୁ ସମ୍ପତ୍ତି କିଣିବାକୁ ଅନୁମତି ନାହିଁ । ୧୯୭୨ର…

Read More