Author: Ayesha Debnath

Bollywood Movies 2025: ଆସିଯାଇଛି ଆଉ ଏକ ନୂଆ ବର୍ଷ । ଏହି ନୂଆ ବର୍ଷରେ ମନୋରଞ୍ଜନର ଡୋଜକୁ ମଧ୍ୟ ବଢ଼େଇ ଦିଆଯାଇଛି। ୨୦୨୪ରେ ବଡିଉଡ଼ ଏବଂ ସାଉଥ୍ ମଧ୍ୟରେ ଏକ ଜବରଦସ୍ତ ଯୁଦ୍ଧ ଦେଖିବାକୁ ମିଳିଥିଲା। ବର୍ଷ ଶେଷରେ ରିଲିଜ ହୋଇଥିବା ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା ୨’ ସମଗ୍ର ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି। ପ୍ରଶଂସକଙ୍କ ଉତ୍ସାହ ଯୋଗୁଁ ଫିଲ୍ମର ସଫଳତା ବହୁତ ବୃଦ୍ଧି ପାଇଛି । ଏହି ଚଳଚ୍ଚିତ୍ର କେବଳ ଦକ୍ଷିଣରେ ନୁହେଁ ଉତ୍ତରରେ ମଧ୍ୟ ସଫଳ ହୋଇଛି । ଏହି ଚଳଚ୍ଚିତ୍ରରେ ଅଲୁ ଅର୍ଜୁନଙ୍କ ଜବରଦସ୍ତ ଅଭିନୟକୁ ଦର୍ଶକ ପସନ୍ଦ କରିଥିଲେ। ତେବେ ବର୍ତ୍ତମାନ ଏହା ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତେବେ ୨୦୨୫କୁ ବଡିଉଡ୍ ଚ୍ୟାଲେଞ୍ଜ ଭାବେ ନେଇଛି ଆଉ ଏହାକୁ ନିଜର କରିବାକୁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ଏହି ନୂଆ ବର୍ଷ ସହିତ ଆକ୍ସନ୍ ଠାରୁ ଆରମ୍ଭ କରି ଡ୍ରାମା…

Read More