Author: Ayesha Debnath

Most Googled Movies 2024 On OTT: ବିଗତ ବର୍ଷ ଦର୍ଶକମାନେ ବକ୍ସ ଅଫିସରେ କିଛି ପ୍ରମୁଖ ବ୍ଲକବଷ୍ଟର ତଥା ଛୋଟ ଏବଂ ବଡ଼ ପରଦାରେ ଅନେକ ସମାଲୋଚିତ ଚଳଚ୍ଚିତ୍ର ଦେଖିଛନ୍ତି । ଚଳଚ୍ଚିତ୍ରଗୁଡ଼ିକ ବକ୍ସ ଅଫିସରେ ଏକ ଭଲ ପ୍ରଭାବ ପକାଇଥିବାବେଳେ ଡିଜିଟାଲ୍ ପ୍ଲାଟ୍ଫର୍ମରେ ମଧ୍ୟ ସେମାନଙ୍କୁ ପ୍ରଶଂସା କରାଯାଇଥିଲା । ଏହି ଚଳଚ୍ଚିତ୍ରଗୁଡ଼ିକ ନିଜସ୍ୱ ଢଙ୍ଗରେ ଏବଂ ବିଭିନ୍ନ କାରଣରୁ ହେଡ଼ଲାଇନ୍ ତିଆରି କରିବାରେ ସଫଳ ହୋଇଥିଲେ । ଏଥି ସହିତ ଶ୍ରଦ୍ଧା କପୁରଙ୍କ ଅଭିନୀତ ‘ସ୍ତ୍ରୀ -୨’ ରୁ ପ୍ରଭାସଙ୍କ ‘କଲ୍କି୨୮୯୮ ଏଡ଼ି ‘ ଏବଂ ଓସ୍କାର ମନୋନୀତ ‘ଲାପତା ଲେଡ଼ିଜ୍’ ଭଳି ଅନେକ ଚଳଚ୍ଚିତ୍ର ଗୁଗୁଲରେ ସର୍ବାଧିକ ଖୋଜା ଯାଇଥିଲା। ଯଦି ଆପଣ ୨୦୨୪ରେ ଗୁଗୁଲରେ ଶ୍ରେଷ୍ଠ ୮ଟି ସନ୍ଧାନ ହୋଇଥିବା ଚଳଚ୍ଚିତ୍ର ଦେଖି ନାହାଁନ୍ତି, ତେବେ ଆମେ ଆପଣଙ୍କୁ ଏଠାରେ କହିବୁ କେଉଁ ଫିଲ୍ମ ରହିଛି ୨୦୨୪ର ଟପ ମୋଷ୍ଟ ସର୍ଚ୍ଚ ଲିଷ୍ଟରେ… ‘ସ୍ତ୍ରୀ…

Read More