Author: Ayesha Debnath

Marriage: ବିବାହ ମଣିଷ ଜୀବନର ସବୁଠାରୁ ସୁନ୍ଦର ଅନୁଭୂତି। ବିବାହକୁ ନେଇ ଆମ ସମସ୍ତଙ୍କର ଅନେକ ସ୍ୱପ୍ନ ଥାଏ। ବିବାହ ହିନ୍ଦୁ ଧର୍ମର ପ୍ରମୁଖ ୧୬ ସଂସ୍କାର ମଧ୍ୟରୁ ଗୋଟିଏ । ବିବାହ ଏକ ମହତ୍ତ୍ୱପୂର୍ଣ୍ଣ ସଂସ୍କାର । ଏଥିପାଇଁ ଅନେକ ରୀତିନୀତି ପାଳନ କରାଯାଇ ବିବାହ କରାଯାଏ । ବେଳେବେଳେ କିଛି କାରଣବଶତଃ ବିବାହ ବିଳମ୍ବ ହୋଇଥାଏ । ତେବେ ବାସ୍ତୁ ଦୋଷ ଯୋଗୁ ମଧ୍ୟ ବିବାହରେ ବିଳମ୍ବ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ବିଳମ୍ବ ବିବାହକୁ ନେଇ କ’ଣ କହେ ବାସ୍ତୁ । ଯଦି ଆପଣଙ୍କ ଘରକୁ କିଏ ବିବାହ ପ୍ରସ୍ତାବ ନେଇ ଆସେ ତେବେ ବାସ୍ତୁ ଅନୁଯାୟୀ ତାଙ୍କୁ ଏମିତି ଜାଗାରେ ବସାନ୍ତୁ ଯେଉଁଠୁ ଘରର ମୁଖ୍ୟଦ୍ଵାର ନଜର ଆସୁନଥିବ। ଯେଉଁ ଖଟରେ ଶୋଉଛନ୍ତି ତା ତଳେ ଅଯଥା ଜିନିଷ କିମ୍ବା କୌଣସି ଲୁହା ଜିନିଷ ରଖନ୍ତୁ ନାହିଁ। ଏହା ବିବାହରେ ବାଧା ସୃଷ୍ଟି କରିଥାଏ।…

Read More