Author: Ayesha Debnath

‘S’ Letter Name: ଘରେ ଶିଶୁ ଜନ୍ମ ହେବା ପୂର୍ବରୁ ହିଁ ଆମେ ତାର ନାମ ଭାବିନେଇଥାଉ । ଆଜିର ସମୟରେ ଅଧିକାଂଶ ବାପାମାଆ ନିଜ ପିଲାର ଷ୍ଟାଇଲିସ୍ ଓ ଅର୍ଥପୂର୍ଣ୍ଣ ନାମ ରଖିବାକୁ ଚାହୁଁଛନ୍ତି । କିନ୍ତୁ ସେହି ନାମର ଅର୍ଥ ସେମାନେ ଜାଣି ନଥାନ୍ତି । ତେବେ ଲୋକମାନେ ‘ସ’ ବା ‘S’ ଅକ୍ଷରର ନାମ ରଖିବା ପାଇଁ ଅଧିକ ପସନ୍ଦ କରିଥାନ୍ତି । ଯଦି ଆପଣ ନିଜ ପୁଅ କିମ୍ବା ଝିଅର ନାମକରଣ ‘ସ’ ବା ‘S’ ଅକ୍ଷରରୁ କରିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ‘ସ’ (S)ରୁ ଆରମ୍ଭ ହେଉଥିବା କେତେକ ଆଧୁନିକ ନାମ ଓ ଏହାର ଅର୍ଥ ଜଣାଇବୁ ଯାହା ହିନ୍ଦୁ ଧର୍ମରେ ଅତ୍ୟନ୍ତ ଶୁଭ ମନେକରାଯାଏ । ‘S’ରୁ ଆରମ୍ଭ ହେଉଥିବା ଝିଅଙ୍କ ନାମ: ସୌମ୍ୟା- ସୌମ୍ୟା ନାମ ସଂସ୍କୃତରୁ ଆସିଛି । ସୌମ୍ୟାର ଅର୍ଥ ଭଦ୍ର, ନମ୍ର, ଦୟାଳୁ ଓ କୋମଳ…

Read More