Author: Ayesha Debnath

Kareena Kapoor Khan: କରୀନା କପୁର ଖାନ ହେଉଛନ୍ତି ବଲିଉଡ଼ ଇଣ୍ଡଷ୍ଟ୍ରିର ଅସଲ ଡିଭା । କରୀନା ନିଜ ଲୁକ୍, ଷ୍ଟାଇଲ୍ ଷ୍ଟେଟମେଣ୍ଟ୍ ଏବଂ ଫ୍ୟାସନ ଦ୍ୱାରା ପ୍ରଶଂସକଙ୍କୁ ପ୍ରଭାବିତ କରିଥାନ୍ତି। ପୁଣି ଥରେ ‘ବେବୋ’ ତାଙ୍କ ପ୍ରଶଂସକଙ୍କୁ ଖୁସି ଦେଇଛି । କରୀନା ନିଜ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ନୂଆବର୍ଷ ଛୁଟିର କିଛି ଖାସ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ କରୀନା ପୂରା ପାର୍ଟି ମୁଡ୍ ରେ ନଜର ଆସିଛନ୍ତି। ତାଙ୍କ ସ୍ୱାଗ ଓ ଶୈଳୀ ଦେଖିବାକୁ ଯୋଗ୍ୟ। ଫଟୋରେ କରୀନା ସ୍ୱାମୀ ସୈଫଙ୍କ ସହ ରୋମାଣ୍ଟିକ୍ ପୋଜ୍ ଦେଉଥିବାର ଦେଖିବାକୁ ମିଳିଛି। ଦୁହେଁ ହସୁଥିବା ଓ ଏନଜୟ କରୁଥିବାର ଦେଖିବାକୁ ମିଳିଥିଲା। ସେମାନଙ୍କ ମୁହଁରେ ଥିବା ହସ କହୁଛି ସେମାନେ କେତେ ଭଲ ଭାବେ ସମୟ ବିତାଇଛନ୍ତି। ଗୋଟିଏ ଫଟୋରେ କରୀନା-ସୈଫ ଓ ପୁଅ ଜେହ ମଧ୍ୟ ସ୍ୱାଗରେ ନଜର ଆସିଥିଲେ । ଛୁଟିଦିନରେ କରୀନା…

Read More