Author: Ayesha Debnath

Vastu Tips: ଆମ ଜୀବନରେ ଗଛ ବା ବୃକ୍ଷର ଅନେକ ମହତ୍ୱ ରହିଛି । ଏଗୁଡ଼ିକ ବିନା ଜୀବନର କଳ୍ପନା କରିବା ଅସମ୍ଭବ ଅଟେ । ମାନ୍ୟତା ଓ ବାସ୍ତୁ ଅନୁସାରେ ସନାତନ ଧର୍ମରେ ବିଭିନ୍ନ ବୃକ୍ଷ ଆମ ପାଇଁ ବରଦାନ ଅଟେ । ବାସ୍ତୁ ଅନୁସାରେ ବିଭିନ୍ନ ଗଛର ଅନେକ ଗୁରୁତ୍ୱ ରହିଛି । ଚାଲନ୍ତୁ ଜାଣିବା ବାସ୍ତୁ ଅନୁଯାୟୀ ବୃକ୍ଷର ମହତ୍ତ୍ୱ । ତୁଳସୀ ଗଛର ଅନେକ ମହତ୍ୱ ରହିଛି , କାରଣ ତୁଳସୀ ହେଉଛନ୍ତି ଘରପାଇଁ ଶୁଭ ତୁଳସୀ ଗଛ ଶୁଖିଯିବା ଅଶୁଭ ଅଟେ । କାହିଁକିନା ମାନ୍ୟତା ଅନୁସାରେ ସେ ଦେବୀ ଅଟନ୍ତି । ଶ୍ରୀକୃଷ୍ଣଙ୍କର ତୁଳସୀଙ୍କ ବିନା କୌଣସି କାର୍ଯ୍ୟ କରାଯାଏ ନାହିଁ ଓ ବିନା ତୁଳସୀରେ ଶ୍ରୀକୃଷ୍ଣଙ୍କ ପୂଜା ଅସମ୍ଭବ ଅଟେ । ତୁଳସୀଙ୍କର ଅନ୍ୟ ନାମ ନାରାୟଣୀ ମଧ୍ୟ ଅଟେ । ତେଣୁ ତୁଳସୀ ବୃକ୍ଷ ଶୁଖିବା ପୂର୍ବରୁ କିଛି ଘଟଣା…

Read More