Author: Ayesha Debnath

Red Thread: ଲାଲ ରଙ୍ଗକୁ ବହୁତ ଶୁଭ ବୋଲି ବିବେଚନା କରାଯାଏ । ଏହି ରଙ୍ଗ ଉତ୍ସାହ, ଉତ୍ସବ, ସାହସ, ଶକ୍ତି, ପବିତ୍ରତା, ସୌଭାଗ୍ୟ ଏବଂ ଶକ୍ତିର ପ୍ରତୀକ ଅଟେ । ସେଥିପାଇଁ ପୂଜା ସମୟରେ ହାତରେ ଲାଲ ସୂତା ବାନ୍ଧିବାର ପରମ୍ପରା ରହିଛି। ବିଶ୍ୱାସ ରହିଛି ଯେ ଲାଲ ସୂତା ବାନ୍ଧିବା ଦ୍ୱାରା ଭକ୍ତଙ୍କୁ ଦେବତାଙ୍କ ଆଶୀର୍ବାଦ ମିଳିଥାଏ ଏବଂ ବିନା ବାଧାରେ ପୂଜା ସମ୍ପନ୍ନ ହୋଇଥାଏ । ହାତରେ ବନ୍ଧା ଯାଉଥିବା ଏହି ସୂତାକୁ ରକ୍ଷାସୂତ୍ର କୁହାଯାଇଥାଏ । ଡାକ୍ତରଙ୍କ କହିବା ଅନୁଯାୟୀ ଶରୀରର ଅନେକ ଗୁରୁତ୍ୱପୂର୍ଣ୍ଣ ଅଂଶକୁ ପହଁଚୁଥିବା ଶିରା ଆମର ହାତ(wrist) ଦେଇ ଯାଇଥାଏ । ଯଦି ଆପଣ ଏହି ରକ୍ଷାସୁତ୍ର ହାତରେ ବାନ୍ଧିଛନ୍ତି ତାହେଲେ ଏହାଦ୍ୱାରା ଆପଣଙ୍କର ସେହି ଶିରା ଗୁଡିକର କ୍ରିୟା ନିୟନ୍ତ୍ରିତ ହୋଇ ରହିବ । ଯେଉଁ କାରଣରୁ ବାତ, ପିତ୍ତ ଏବଂ କଫ ଭଳି ସମସ୍ୟାକୁ ନିୟନ୍ତ୍ରିତ କରାଯାଇପାରିବ ।…

Read More