Author: Ayesha Debnath

KFC Fried Chicken: ଆଜିର ସମୟରେ ଫାଷ୍ଟଫୁଡ୍ ର ଚାହିଦା ବଢ଼ିବାରେ ଲାଗିଛି । ଛୋଟ ହେଉ କି ବଡ଼ ସମସ୍ତେ ଫାଷ୍ଟଫୁଡ୍ ଖାଇବାକୁ ପସନ୍ଦ କରନ୍ତି । ଏହି ଫାଷ୍ଟଫୁଡ୍ ମଧ୍ୟରେ ଏମିତି କିଛି ବ୍ରାଣ୍ଡ ରହିଛି ଯାହାକୁ ଲୋକେ ଅଧିକ ପସନ୍ଦ କରନ୍ତି। ଫ୍ରାଏଡ ଚିକେନ ଏବଂ ପିଜା ପାଇଁ ଡୋମିନୋଜ ବା କେଏଫସି ଭଳି ବ୍ରାଣ୍ଡ ସବୁଠାରୁ ଆଗରେ ରହିଛି । ତେବେ କାଲି ତ ରବିବାର । ଆଉ ଛୁଟି ଦିନରେ ଯଦି ଘରେ ହିଁ ଆପଣ କେଏଫସି ଭଳି ଫ୍ରାଏଡ ଚିକେନ ବନେଇବେ ତେବେ କେମିତି ହୁଅନ୍ତା । ଏହାକୁ ବନେଇବା ବହୁତ ସହଜ । କିଛି ଟିପ୍ସ ଆଉ ଟ୍ରିକ୍ସରେ ଆପଣ ବହୁତ ଜଲ୍ଦି ଆଉ ସହଜ ଉପାୟରେ ତିଆରି କରି ପାରିବେ। ଆବଶ୍ୟକୀୟ ସାମଗ୍ରୀ: ଚିକେନ- ଲେଗ୍ ପିସ୍ ଅଦା ରସୁଣ ପେଷ୍ଟ- ଏକ ଚାମଚ ଗୋଲମରିଚ ଗୁଣ୍ଡ ଲଙ୍କାଗୁଣ୍ଡ ହଳଦୀ…

Read More