Author: Ayesha Debnath

Honey Singh’s Millionaire India Tour:ଗାୟକ ତଥା ରାପର୍ ହନି ସିଂହ ଏବେ ତାଙ୍କର ଆଗାମୀ କନ୍ସର୍ଟ ୟୋ ୟୋ ହନି ସିଂ ମିଲନେୟାର ଇଣ୍ଡିଆ ଟୁର୍ ପାଇଁ ଚର୍ଚ୍ଚାରେ ଅଛନ୍ତି। ହନି ସିଂଙ୍କ ଏହି ବହୁ ପ୍ରତୀକ୍ଷିତ କନସର୍ଟ ଭାରତର ବଛାବଛା ସହରରେ ଅନୁଷ୍ଠିତ ହେବ। ତେବେ ଏହି ସ୍ଥାନ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ ପାଇଁ ଟିକେଟ ବୁକିଂ ମଧ୍ୟ ଆଜିଠାରୁ ଆରମ୍ଭ ହୋଇଛି। ହନି ସିଂଙ୍କ ମିଲେନେୟାର ଇଣ୍ଡିଆ ଟୁର ପାଇଁ ଟିକେଟ ବୁକିଂ ଆଜି, ଜାନୁଆରୀ ୧୧ ତାରିଖ ଅପରାହ୍ନ ୨ଟାରୁ ଆରମ୍ଭ ହୋଇଛି। ପ୍ରଶଂସକମାନେ ଜୋମାଟୋର ଡିଷ୍ଟ୍ରିକ୍ଟ ଆପ୍ ଜରିଆରେ କନସର୍ଟ ଟିକେଟ ବୁକ୍ କରିପାରିବେ । ମିଲେନେୟାର ଇଣ୍ଡିଆ ଟୁର୍ ଜରିଆରେ ହନି ସିଂହ ଭାରତର ୧୦ଟି ସହରରେ ନୃତ୍ୟ ପରିବେଷଣ କରିବେ। ହନି ସିଂହ କେବେ ଓ କେଉଁଠି ପରିବେଷଣ…

Read More