Author: Ayesha Debnath

Weekly Lucky Zodiacs: ନୂଆବର୍ଷ ୨୦୨୫ର ତୃତୀୟ ସପ୍ତାହ ଆଜିଠାରୁ ଅର୍ଥାତ ଜାନୁଆରି ୧୩ ତାରିଖରୁ ଆରମ୍ଭ ହୋଇଛି। ଏହି ୫ ଟି ରାଶି ପାଇଁ ଏହି ନୂଆ ସପ୍ତାହ ଶୁଭ ସାବ୍ୟସ୍ତ ହୋଇପାରେ । ଏଠାରେ ପଢନ୍ତୁ ଏହି ସପ୍ତାହରେ କେଉଁ ରାଶିର ଭାଗ୍ୟ ଖୋଲିବ । ଜାନୁଆରୀ ୧୩ରୁ ଆରମ୍ଭ ହେଉଛି ନୂଆବର୍ଷର ତୃତୀୟ ସପ୍ତାହ । କ୍ୟାରିୟର, ବ୍ୟବସାୟ, ସ୍ୱାସ୍ଥ୍ୟ ଏବଂ ପ୍ରେମ ଦୃଷ୍ଟିରୁ ନୂଆ ସପ୍ତାହ ଏହି ୫ଟି ରାଶିପାଇଁ ଉତ୍ତମ ରହିବ। ଆସନ୍ତୁ ଜାଣିବା ନୂଆ ସପ୍ତାହ ପାଇଁ କେଉଁ ୫ଟି ରାଶି ରହିଛି। ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ସପ୍ତାହଟି ଆନନ୍ଦଦାୟକ ସାବ୍ୟସ୍ତ ହୋଇପାରେ। କୌଣସି କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ବନ୍ଧୁଙ୍କ ସହଯୋଗ ପାଇବେ। ଏହି ସପ୍ତାହ ଶେଷରେ, ଆପଣଙ୍କ ସ୍ଥାନାନ୍ତର ଏକ ଇଚ୍ଛିତ ସ୍ଥାନକୁ ହେବ। କୌଣସି କାମରେ ତରବରିଆ ହେବାରୁ ଦୂରେଇ ରୁହନ୍ତୁ। ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ।…

Read More