Author: Ayesha Debnath

Game Changer: ରାମ ଚରଣଙ୍କ ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଗେମ୍ ଚେଞ୍ଜର’କୁ ଦର୍ଶକଙ୍କ ଠାରୁ ବେଶ ଭଲପାଇବା ମିଳିଛି । ଫିଲ୍ମଟି ତିନି ଦିନ ମଧ୍ୟରେ ବିଶ୍ୱବ୍ୟାପୀ ଜବରଦସ୍ତ କଲେକ୍ସନ କରିଛି । ରାମ ଚରଣଙ୍କ ଫିଲ୍ମ ‘ଗେମ୍ ଚେଞ୍ଜର’ରକୁ ପ୍ରଶଂସକମାନେ ଉତ୍ସୁକତାର ସହ ଅପେକ୍ଷା କରିଥିଲେ। ଅଭିନେତା ଏହି ଚଳଚ୍ଚିତ୍ର ଜରିଆରେ ତିନି ବର୍ଷ ପରେ ସୋଲୋ ହିରୋ ଭାବରେ ବଡ଼ ପରଦାକୁ ଫେରିଥିଲେ । ଆରଆରଆର ଅଭିନେତାଙ୍କ ଏହି ଫିଲ୍ମ ପାଇଁ ପ୍ରଶଂସକମାନେ ମଧ୍ୟ ବହୁତ ଉତ୍ସାହିତ ଥିଲେ । ଜାନୁଆରୀ ୧୦ରେ ସାରା ବିଶ୍ୱରେ ମୁକ୍ତିଲାଭ କରିବା ପରେ ‘ଗେମ୍ ଚେଞ୍ଜର’କୁ ଦର୍ଶକଙ୍କ ଜବରଦସ୍ତ ପ୍ରତିକ୍ରିୟା ମିଳିଥିଲା। ଏହି ଫିଲ୍ମ କେବଳ ଦେଶରେ ଚହଳ ସୃଷ୍ଟି କରୁନାହିଁ ବରଂ ବିଶ୍ୱବ୍ୟାପୀ ଏକ ଦମଦାର କଲେକ୍ସନ ମଧ୍ୟ କରୁଛି । ଫିଲ୍ମର ରୋଜଗାରର ଗତିକୁ ଦେଖିଲେ ଲାଗୁଛି ଯେ ଏହା ଏବେ ପୁଷ୍ପା-୨କୁ ବିଶ୍ୱସ୍ତରରେ ପଛରେ ପକାଇପାରେ…

Read More