Author: Ayesha Debnath

Mahakumbh 2025: ବିଶ୍ୱାସ କରାଯାଏ ଯେ, ପ୍ରୟାଗରାଜର ସଙ୍ଗମ କୂଳରେ ଯେଉଁ ସ୍ଥାନରେ ମହାକୁମ୍ଭ-୨୦୨୫ ଅନୁଷ୍ଠିତ ହେଉଛି, ସେଠାରେ ବହୁ ବର୍ଷ ପୂର୍ବେ ଆକାଶରୁ ଅମୃତ ବର୍ଷା ହେଉଇଁଥିଲା। ସମୁଦ୍ର ମନ୍ଥନରୁ ଏହି ଅମୃତ ବାହାରିଥିଲା। ସମୁଦ୍ର ମନ୍ଥନ ପ୍ରକୃତରେ କ’ଣ? ଏଥିରୁ ଅମୃତ କେମିତି ବାହାରିଲା? ଏହି କାହାଣୀ ବିଷ୍ଣୁ ପୁରାଣରେ ଲିପିବଦ୍ଧ ହୋଇଛି । ଶ୍ରୀମଦ୍ ଭାଗବତ ପୁରାଣ, ସ୍କନ୍ଦ ପୁରାଣ ଓ ମହାଭାରତରେ ମଧ୍ୟ ସମୁଦ୍ର ମନ୍ଥନ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି। ଉତ୍ତରପ୍ରଦେଶର ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭ-୨୦୨୫ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତୀର୍ଥଯାତ୍ରା ଏବଂ ଆଧ୍ୟାତ୍ମିକତା ପାଇଁ ଜଣାଶୁଣା ପ୍ରୟାଗରାଜ ସହର ସମ୍ପୂର୍ଣ୍ଣ ପ୍ରସ୍ତୁତ । ଆରମ୍ଭ ହୋଇଛି ଶ୍ରଦ୍ଧାଳୁଙ୍କ ଆଗମନ । ଘାଟଗୁଡ଼ିକ ଜୀବନ୍ତ ଏବଂ ସ୍ନାନ ଏବଂ ଅନ୍ୟାନ୍ୟ ରୀତିନୀତିର ପରମ୍ପରା ଜାରି ରହିଛି । ଏହା ସହିତ କୁମ୍ଭ ସହରରେ ମଧ୍ୟ ଆଖଡ଼ା ପହଂଚିଯାଉଛି ।…

Read More