Author: Ayesha Debnath

Makar Sankranti 2025: ଆସନ୍ତାକାଲି ଅର୍ଥାତ୍ ଜାନୁଆରୀ ୧୪ ତାରିଖରେ ସାରା ଦେଶରେ ମକର ସଂକ୍ରାନ୍ତି ପର୍ବ ପାଳିତ ହେବ। ଜାନୁଆରୀ ୧୪ରେ ମକର ସଂକ୍ରାନ୍ତି ପ୍ରାୟ ଦଶନ୍ଧି ଧରି ପାଳନ କରାଯାଉଛି । ତେବେ ୨୦୨୪ ମସିହାରେ ଏହା ଜାନୁଆରୀ ୧୫ ତାରିଖରେ ପାଳିତ ହୋଇଥିଲା। ଆଜି ଆମେ ଆପଣଙ୍କୁ କହିବୁ ହୋଲି ଓ ଦୀପାବଳି ଭଳି ମକର ସଂକ୍ରାନ୍ତିର ତାରିଖ କାହିଁକି ବଦଳିନଥାଏ। ପ୍ରତିବର୍ଷ ଜାନୁଆରୀ ୧୪ କିମ୍ବା ୧୫ ତାରିଖରେ କାହିଁକି ଏହା ପାଳନ କରାଯାଏ? ମକର ସଂକ୍ରାନ୍ତି ଜାନୁଆରୀ ୧୪ରେ ପାଳନ କରାଯାଏ । ସୂଚନାଯୋଗ୍ୟ, ୨୦୨୫ରେ ମକର ସଂକ୍ରାନ୍ତି ଜାନୁଆରି ୧୪ ରେ ପାଳିତ ହେଉଥିବା ବେଳେ ୨୦୨୪ରେ ଜାନୁଆରୀ ୧୫ ତାରିଖରେ ଏହାକୁ ପାଳନ କରାଯାଇଥିଲା। ତେବେ ରୋଚକ କଥା ହେଉଛି, ଦଶନ୍ଧି ଧରି ମକର ସଂକ୍ରାନ୍ତି ତାରିଖ ଜାନୁଆରୀ ୧୪ରେ ପଡ଼ୁଥିବା ବେଳେ ଭାରତରେ ଅନ୍ୟ ସମସ୍ତ ପର୍ବ ଇଂରାଜୀ କ୍ୟାଲେଣ୍ଡରରେ…

Read More