Author: Ayesha Debnath

Rashifala: ଏହି ରାଶି ହେବେ ଲାଭବାନ, ଏମାନଙ୍କୁ ସହିବାକୁ ପଡ଼ିବ ଆର୍ଥିକ କ୍ଷତି। କେଉଁ ରାଶିଙ୍କ ଭାଗ୍ୟରେ କ’ଣ ରହିଛି । ଜାଣିବା ପାଇଁ ପଢ଼ନ୍ତୁ ଆଜିର ରାଶିଫଳ । ମେଷ ମାନସିକ ଦୁଃଖ ଆଜି ଆପଣଙ୍କ ଉପରେ ଭାରି ପ୍ରଭାବ ପକାଇପାରେ, ଯାହା କିଛି ଭାବନାତ୍ମକ ଚାପ ସୃଷ୍ଟି କରିପାରେ। ତେବେ ବ୍ୟବସାୟରେ ଆର୍ଥିକ ଲାଭ ଏବଂ କର୍ମକ୍ଷେତ୍ରରେ ସମ୍ଭାବ୍ୟ ପଦୋନ୍ନତିର ସୁଯୋଗ ମିଳିବ। ପାରିବାରିକ ଜୀବନରେ କିଛି ଚିନ୍ତା ଆସିପାରେ। ନୂଆ ଚାକିରି କିମ୍ବା ପଦବୀ ଆପଣଙ୍କ ହାତରେ ରହିଛି। ରାଜନୈତିକ ବିବାଦରେ ସଫଳତା ପାଇ ଆତ୍ମବିଶ୍ୱାସ ହାସଲ କରିବେ। ବିଦ୍ୟାର୍ଥୀମାନେ ପାଠପଢ଼ାକୁ ନେଇ ଚିନ୍ତିତ ରହିପାରନ୍ତି। ତଥାପି ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗରେ କାର୍ଯ୍ୟ ଆଗକୁ ବଢ଼ିବ। ବୃଷ ପରିବାର ଭିତରେ କୌଣସି କଥାକୁ ହାଲୁକା ଭାବେ ନେବା ଦ୍ୱାରା ବିବାଦ ସୃଷ୍ଟି ହୋଇପାରେ। ମାନସିକ ଅସ୍ଥିରତା କାରଣରୁ କାର୍ଯ୍ୟ ସମ୍ପନ୍ନ କରିବା ଚ୍ୟାଲେଞ୍ଜହେବ। ବୈବାହିକ ଜୀବନରେ କିଛି…

Read More