Author: Ayesha Debnath

Ranbir Kapoor: ୨୦୦୪ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଧୁମ୍’ର ତିନୋଟି ଭାଗ ରିଲିଜ୍ ହୋଇସାରିଛି। ପ୍ରତ୍ୟେକ ଭାଗ ଦର୍ଶକଙ୍କୁ ବହୁତ ମନୋରଞ୍ଜନ ଦେଇଥିଲା । ଏଭଳି ସ୍ଥିତିରେ ଦର୍ଶକ ଏବେ ଫିଲ୍ମର ପରବର୍ତ୍ତୀ ସିକ୍ୱେଲ ଅର୍ଥାତ୍ ‘ଧୁମ୍ ୪’କୁ ଅପେକ୍ଷା କରିଛନ୍ତି। ଅନେକ ମିଡିଆ ରିପୋର୍ଟ ଅନୁଯାୟୀ ରଣବୀର କପୁର ‘ଧୁମ୍ ୪’ରେ ମୁଖ୍ୟ ଅଭିନେତା ଭାବେ ନଜର ଆସିବାକୁ ଯାଉଛନ୍ତି। ନିକଟରେ ‘ଧୁମ୍ ୪’କୁ ନେଇ କିଛି ବିଶେଷ ତଥ୍ୟ ସାମ୍ନାକୁ ଆସିଛି।  କୁହାଯାଉଛି ଯେ ରଣବୀର କପୁରଙ୍କ ନୂଆ ଲୁକ୍ ‘ଧୁମ୍ ୪’ରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ଦୁଇ ଜଣ ଅଭିନେତ୍ରୀଙ୍କୁ ନିଆଯିବ ଏବଂ ଖଳନାୟକ ଭୂମିକାରେ ଜଣେ ସାଉଥ ଅଭିନେତା ଅଭିନୟ କରିବାକୁ ଯାଉଛନ୍ତି । ଇଣ୍ଡିଆ ଟୁଡେ ଅନୁଯାୟୀ, କପୁରଙ୍କୁ ‘ଧୁମ୍ ୪’ ପାଇଁ ଏକ ଭିନ୍ନ ଲୁକ୍ ର ଆବଶ୍ୟକତା ପଡ଼ିବ ଏବଂ ଏହାକୁ ଆରମ୍ଭ କରିବା ପୂର୍ବରୁ ସେ ତାଙ୍କର ବର୍ତ୍ତମାନର…

Read More