Author: Ayesha Debnath

Lal Qila: ଦିଲ୍ଲୀର ଲାଲକିଲ୍ଲା ହେଉଛି ଦେଶର ଗୌରବ । କିନ୍ତୁ କ’ଣ ଆପଣ ଜାଣନ୍ତି କି ପ୍ରଥମେ ଲାଲକିଲ୍ଲାର ରଙ୍ଗ ଧଳା ଥିଲା । ପରେ ଏହାକୁ ବଦଳାଇ ଲାଲ କରାଯାଇଥିଲା । ରାଜଧାନୀ ଦିଲ୍ଲୀରେ ଅବସ୍ଥିତ ଲାଲକିଲ୍ଲା ଭାରତର ଗୌରବ। ସ୍ୱାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସେଠାରେ ଦେଶର ପତାକା ଉତ୍ତୋଳନ କରିଥାନ୍ତି । ହେଲେ ଆମେ ଯେଉଁ ଦୁର୍ଗକୁ ଲାଲ କହୁଛୁ, ପ୍ରଥମେ ତାହା ଧଳା ରଙ୍ଗର ଥିଲା। ଆଜି ଆମେ ଆପଣଙ୍କୁ କହିବୁ କିଏ ଧଳା କିଲ୍ଲାର ରଙ୍ଗ ବଦଳାଇ ଲାଲ କରିଥିଲା । ଲାଲ କିଲ୍ଲାର ରଙ୍ଗ ଧଳା ଥିଲା ରାଜଧାନୀ ଦିଲ୍ଲୀରେ ଅବସ୍ଥିତ ଲାଲକିଲ୍ଲା ଶହ ଶହ ବର୍ଷ ଧରି ଦିଲ୍ଲୀର ଗୌରବ ହୋଇ ରହି ଆସିଛି। ଖାଲି ସେତିକି ନୁହେଁ, ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ଲାଲକିଲ୍ଲା ଦେଖିବାକୁ ମଧ୍ୟ ଯାଆନ୍ତି। କିନ୍ତୁ ଆପଣ ଜାଣି…

Read More