Author: Ayesha Debnath

Star Tortoise: ବିଶ୍ୱରେ ଅନେକ ପ୍ରଜାତିର କଇଁଛ ଅଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ କଇଁଛ ବିଷୟରେ କହିବାକୁ ଯାଉଛୁ ଯାହାର ଚାହିଦା ଅଧିକ ରହିଛି । ବାସ୍ତବରେ ଲୋକମାନେ ଏହି କଇଁଛକୁ ସୌଭାଗ୍ୟ ପାଇଁ ନିଜ ଘରେ ରଖିଥାନ୍ତି । ଅନେକ ପ୍ରଜାତିର କଇଁଛ ଅଛନ୍ତି, ଯାହାର ସମଗ୍ର ବିଶ୍ୱରେ ବହୁତ ଚାହିଦା ରହିଛି । ଯେଉଁଥିପାଇଁ ସେଗୁଡ଼ିକ ମଧ୍ୟ ବହୁ ପରିମାଣରେ ଚୋରା ଚାଲାଣ ହେଉଛି। କଇଁଛ ଚୋରା ଚାଲାଣ କାହିଁକି ହୁଏ ଜାଣନ୍ତି କି? ସୂଚନା ଅନୁଯାୟୀ, ସାରା ବିଶ୍ୱର କଳାବଜାରରେ କଇଁଛକୁ ପ୍ରଜାତି ଅନୁସାରେ ମୂଲ୍ୟାୟନ କରାଯାଏ । ଚୋରା ଚାଲାଣ ପଛର କାରଣ ହେଉଛି ସେଥିରୁ ପ୍ରସ୍ତୁତ ଔଷଧ, ଧାର୍ମିକ ମହତ୍ତ୍ୱ ଇତ୍ୟାଦି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ କଇଁଛ ବିଷୟରେ କହିବୁ ଯାହାକୁ ଲୋକମାନେ ନିଜ ସୌଭାଗ୍ୟ ପାଇଁ ନିଜ ଘରେ ରଖିବାକୁ ଚାହାଁନ୍ତି ।…

Read More