Author: Ayesha Debnath

Pakistan train hijack: ଗତକାଲି ପାକିସ୍ତାନରେ ଟ୍ରେନ୍ ହାଇଜାକ୍ ହେବା ଖବର ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ବଲୁଚ ଲିବରେସନ ଆର୍ମି ଏହି ଟ୍ରେନ୍ ହାଇଜାକ କରିଛି ବୋଲି ଦାବି କରିଛି । ତେବେ କାହିଁକି ବାଲୁଚ ଆର୍ମି ଟ୍ରେନ୍ ହାଇଜାକ୍ କଲା, ଜାଣନ୍ତୁ ଏହି ବିଷୟରେ ପୂରା ରିପୋର୍ଟ… ପାକିସ୍ତାନରେ ଏକ ସ୍ଥାନ ଅଛି ଯାହାର ନାଁ ବୋଲନ୍ । ଏହି ସ୍ଥାନରେ ଟ୍ରେନ ସୁଡଙ୍ଗ ଦେଇ ଗତି କରେ । ଏହି ସୁଡଙ୍ଗ ଦେଇ ଜାଫର୍ ଏକ୍ସପ୍ରେସ୍ ଯାଉଥିଲା ବେଳେ ହାଇଜାକ୍ କରି ନିଆଯାଇଥିଲା । ଟ୍ରେନ୍ କ୍ବେଟାରୁ ପେସାଓ୍ବର ଯାଉଥିଲା। ତେବେ ଏହି ବିଏଲଏ ଏବଂ ମଜିଦ୍ ବ୍ରିଗେଡ କ’ଣ ? ବଲୁଚିସ୍ତାନର ଇତିହାସ ଭାରତ ପାକିସ୍ତାନ ଅଲଗା ହେଲା ବେଳେ ବଲୁଚିସ୍ତାନ ଏକ ସ୍ବାଧୀନ ଦେଶ ଭାବେ ରହିବାକୁ ଚାହୁଁଥିଲା । ବଲୁଚଙ୍କ ଇଚ୍ଛା ବିରୁଦ୍ଧରେ ଜିନ୍ନା ବଳପୂର୍ବକ ବଲୁଚିସ୍ତାନକୁ ପାକିସ୍ତାନରେ ସାମିଲ କରିଥିଲେ…

Read More