Author: Ayesha Debnath

Raimati and Sasmita: ସଂସ୍କୃତି ଏବଂ ପରମ୍ପରାରେ ସମୃଦ୍ଧ ଓଡ଼ିଶାରେ ଏଭଳି ଅନେକ ଉଲ୍ଲେଖନୀୟ ମହିଳା ଅଛନ୍ତି ଯେଉଁମାନେ ସେମାନଙ୍କ ଗୋଷ୍ଠୀରେ ଓ ସମ୍ପ୍ରଦାୟରେ ପରିବର୍ତ୍ତନ ଆଣିବା ସହ ସଶକ୍ତୀକରଣର ଆଲୋକ ପାଲଟିଛନ୍ତି । ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ମାଧ୍ୟମରେ ମହିଳା ସମୁଦାୟର ନେତ୍ରୀମାନଙ୍କୁ ସକ୍ରିୟଭାବେ ପ୍ରୋତ୍ସାହିତ କରୁଛନ୍ତି। ବିଶେଷକରି ମିଶନ ଶକ୍ତି, ଯାହା କି ମହିଳା ସଶକ୍ତୀକରଣ ପାଇଁ ଉତ୍ସର୍ଗୀକୃତ ଏକ ପ୍ରମୁଖ କାର୍ଯ୍ୟକ୍ରମ। ତୃଣମୂଳ ସ୍ତରରେ ନେତୃତ୍ୱର ପରିବର୍ତ୍ତନ ଓ ସଶକ୍ତିକରଣର ଉଦାହରଣ ଦେଉଛି ଏହି ମହିଳାଙ୍କ କାହାଣୀ । ନିଜର ଅତୁଟ ପ୍ରତିବଦ୍ଧତା ମାଧ୍ୟମରେ ସେମାନେ କେବଳ ନିଜ ସମ୍ପ୍ରଦାୟର ଉନ୍ନତି କରିନାହାନ୍ତି ବରଂ ଭବିଷ୍ୟତ ପିଢ଼ି ପାଇଁ ପରିବର୍ତ୍ତନ ଓ ସକ୍ଷମତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଅନ୍ୟମାନଙ୍କୁ ସଶକ୍ତ କରି ସେମାନେ ଏଭଳି ଏକ ଭବିଷ୍ୟତ ଗଠନ କରୁଛନ୍ତି ଯେଉଁଠାରେ ମହିଳାମାନେ ସମଗ୍ର ଓଡ଼ିଶାରେ ଅର୍ଥପୂର୍ଣ୍ଣ ଏବଂ ସ୍ଥାୟୀ ପରିବର୍ତ୍ତନ ଆଣିବାରେ…

Read More