Author: Ayesha Debnath

Train Hijack : ପାକିସ୍ତାନର ବେଲୁଚିସ୍ତାନରେ ଥିବା ଜଫର ଏକ୍ସପ୍ରେସକୁ ବିଦ୍ରୋହୀମାନେ ଅପହରଣ କରିନେଇଛନ୍ତି। ସମଗ୍ର ବିଶ୍ୱ ପାଇଁ ଏହା ଏକ ବଡ ଖବର । ପୁରା ବିଶ୍ୱ ନିଶ୍ୱାସ ବନ୍ଦ କରି ବଲୁଚିସ୍ତାନର ସେହି ରେଳଟ୍ରାକ୍ ଉପରେ ନଜର ରଖିଛି। ଟ୍ରେନ ଅପହରଣ କାଣ୍ଡର ଅନ୍ତ କ’ଣ ହେବ ତାକୁ ନେଇ ଚାଲିଛି ଚର୍ଚ୍ଚା । ଏହାଭିତରେ ପାକିସ୍ତାନ ଏହି ଘଟଣାକୁ ନେଇ ଭାରତକୁ ଦାୟୀ କରିସାରିଲାଣି । ପାକିସ୍ତାନର କହିବା ହେଉଛି ଭାରତ ବଲୁଚ ବିଦ୍ରୋହୀଙ୍କୁ ସମର୍ଥନ କରୁଛି । ଭାରତୀୟ ଅର୍ଥରେ ଆଫଗାନିସ୍ତାନରେ ବଲୁଚ ବିଦ୍ରୋହୀଙ୍କ ତାଲିମ ଶିବିର ଚାଲିଛି । ଭାରତ ଏହାକୁ ବକୱାସ କହି ଖାରଜ କରିଛି । ଏହାରି ଭିତରେ ହୁଏତ ଅନେକ ଭୁଲି ଯିବେଣି ଯେ, ୨୦୦୯ ମସିହାରେ ଭାରତରେ ଏହିଭଳି ଏକ ଘଟଣା ଘଟିଥିଲା। ସେତେବେଳେ ରାଜଧାନୀ ଏକ୍ସପ୍ରେସକୁ ନକ୍ସଲ ଅପହରଣ କରିନେଇଥିଲେ । ଆଉ ସେମାନଙ୍କ କବଜାରେ ଥିଲା…

Read More