Author: Ayesha Debnath

Train Owner: କ’ଣ ଆପଣ ଜାଣିଛନ୍ତି କି, ଆମ ଦେଶରେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କର ନିଜସ୍ୱ ଏକ ଟ୍ରେନ ଅଛି । ସେହି ବ୍ୟକ୍ତି ଜଣକ ଗୋଟିଏ ବଡ଼ ବ୍ୟବସାୟୀ ନୁହନ୍ତି ବରଂ ଆମ ଦେଶର ଜଣେ କୃଷକ । ସେ ୫ ବର୍ଷ ସେହି ଟ୍ରେନ ପାଇଁ ଲଢ଼ିଥିଲେ ଏବଂ ଏହାପରେ ଟ୍ରେନକୁ ନିଜ ନାମରେ କରିଥିଲେ । ବ୍ୟକ୍ତି ଜଣକ ହେଉଛନ୍ତି ପଞ୍ଜାବ ଲୁଧିଆନାର ବାସିନ୍ଦା ସମ୍ପୁର୍ଣ୍ଣ ସିଂ । ୨୦୦୭ ମସିହାରେ ଯେତେବେଳେ ଇଣ୍ଡିଆନ ରେଲୱେ ସମ୍ପୁର୍ଣ୍ଣ ସିଂଙ୍କ ଜମିରେ ତାଙ୍କ ମୁନୁମତି ବିନା ରେଳ ଟ୍ରାକ ତିଆରି କରିଥିଲେ ସେତେବେଳେ ସମ୍ପୁର୍ଣ୍ଣ ସିଂ ଇଣ୍ଡିଆନ ରେଲୱେ ବିରୋଧରେ ମାମଲା ରୁଜୁ କରିଥିଲେ। ତାଙ୍କ କ୍ଷତିପୁରଣ ପାଇଁ କୋର୍ଟଙ୍କୁ ଦାବି କରିଥିଲେ । କୋର୍ଟରେ ଏହି ମାମଲା ୫ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ୨୦୧୨ ମସିହାରେ କୃଷକ ସମ୍ପୁର୍ଣ୍ଣ ସିଂ ଏହି କେଶରେ ଜିତି…

Read More