Author: Ayesha Debnath

MOMO: ଏମିତି ଖୁବ କାମ ଲୋକ ହିଁ ଥିବେ ଯେଉଁମାନେ ମୋମୋ ଖାଇବାକୁ ପସନ୍ଦ କରୁ ନଥିବେ । ବଜାରରେ ଏହା ସୁଲଭ ମୂଲ୍ୟରେ ମିଳିବ ସହ ସ୍ଵାଦରେ ମଧ୍ୟ ବହୁତ ଭଲ ହୋଇଥାଏ । କିଏ ଏଥିରେ ପନିର, ବିଭିନ୍ନ ପାରିବା ତଥା କେହି କେହି ଚିକେନ ଦେଇ ତିଆରି କରିଥାନ୍ତି । ହେଲେ ଏବେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ପୁଣିଥରେ ମୋମୋ ଖାଇବା ପୂର୍ବରୁ ଭାବନାରେ ପକେଇ ଦେବ। ପଞ୍ଜାବର ମୋହାଲିରେ ମ୍ୟୁନିସିପାଲିଟି ଡାକ୍ତରୀ ଦଳ ଏକ ଚିକେନ୍ ଦୋକାନରେ ଚଢ଼ାଉ କରିଥିଲେ। ସେଠାରେ ପ୍ରାୟ ୬୦ କେଜି ଦୁର୍ଗନ୍ଧଯୁକ୍ତ ଫ୍ରୋଜେନ୍ ଚିକେନ୍ ଜବତ କରିଛନ୍ତି। ଏହି ସମୟରେ ମୋମୋ ତିଆରି କରୁଥିବା ଏକ କାରଖାନାର ଫ୍ରିଜରରୁ ଏକ କୁକୁରର ମୁଣ୍ଡ ମଧ୍ୟ ଟିମ୍ ଉଦ୍ଧାର କରାଯାଇଥିଲା। ଏହି ଟିମ୍ ଚିକେନ୍ ନଷ୍ଟ କରିବା ସହ ଦୋକାନଗୁଡ଼ିକୁ ଜରିମାନା ମଧ୍ୟ ଜାରି କରିଛି।…

Read More