Author: Ayesha Debnath

Sunita Williams Return: ମହାକାଶରେ ଦୀର୍ଘ ଦିନ ରହିବା ପରେ ପୃଥିବୀକୁ ଫେରିଛନ୍ତି ସୁନୀତା ୱିଲିୟମ୍ସ। ଦୀର୍ଘ ୯ ମାସ ଧରି ସେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍ଏସ୍)ରେ ଫସି ରହିଥିଲେ। ଆଇଏସ୍ଏସ୍ ଛାଡ଼ିବାର ମାତ୍ର କିଛି ଘଣ୍ଟା ପରେ ସେମାନଙ୍କ ସ୍ପେସ୍ ଏକ୍ସ କ୍ୟାପସୁଲ୍ ଫ୍ଲୋରିଡାର ତାଲାହାସି ଉପକୂଳଠାରୁ ଦୂରରେ ମେକ୍ସିକୋ ଉପସାଗରରେ ଅବତରଣ କରିଥିଲା। ସୁନୀତା ୱିଲିୟମ୍ସଙ୍କ ଯାତ୍ରା ବିଷୟରେ ନୁହେଁ ବରଂ ଆଜି ସେହି ମହାକାଶ ଷ୍ଟେସନ ବିଷୟରେ ଜାଣିବା ଯେଉଁଠାରେ ସେ ୯ ମାସ ରହିଥିଲେ । ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ ହେଉଛି ମହାକାଶର ଏକ ଗବେଷଣା ପରୀକ୍ଷାଗାର । ୧୯୯୮ରୁ ୨୦୧୧ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ମହାକାଶଚାରୀମାନେ ୨୦୦୦ ନଭେମ୍ବର ୨ ତାରିଖରୁ ଏଥିରେ ରହି ଆସୁଛନ୍ତି। ଆଇଏସ୍ଏସ୍ ହେଉଛି ବିଶ୍ୱର ସବୁଠାରୁ ବ୍ୟୟବହୁଳ ପ୍ରକଳ୍ପ, ଯାହାର ନିର୍ମାଣ ପାଇଁ ପ୍ରାୟ ୧୫୦ ବିଲିୟନ ଡଲାର ଖର୍ଚ୍ଚ ହୋଇଛି। ଏତେ…

Read More