Author: Ayesha Debnath

High Heels: ଅଧିକାଂଶ ମହିଳାଙ୍କୁ ହାଇ ହୀଲ୍ ସ୍ୟାଣ୍ଡଲ୍ ପିନ୍ଧିବାକୁ ଭଲ ଲାଗେ । ସେମାନେ ଭାବନ୍ତି ଯେ ହାଇ ହୀଲ୍ ସ୍ୟାଣ୍ଡଲ୍ ତାଙ୍କର ବ୍ୟକ୍ତିତ୍ୱକୁ ଅଧିକ ଆକର୍ଷଣୀୟ କରେ। କେହି ସେଗୁଡ଼ିକୁ କେବଳ ବିଶେଷ ସୁଯୋଗରେ ପିନ୍ଧିବାକୁ ଇଚ୍ଛା କରନ୍ତି ତ କେହି ସବୁବେଳେ। କେହି ଏହାକୁ ନୃତ୍ୟ ସମୟରେ ପିନ୍ଧିବା ପାଇଁ ସର୍ବୋତ୍ତମ ବୋଲି ଭାବନ୍ତି ତ କେହି ତାଙ୍କର ହାଇଟ କୁ ଲୁଚାଇବା ପାଇଁ ପିନ୍ଧିଥାନ୍ତି । ପ୍ରତି ମହିଳାଙ୍କର ସ୍ୱତନ୍ତ୍ର କାରଣ ଥର ହାଇ ହୀଲ୍ ପିନ୍ଧିବାର । ଆମ ଶରୀର ଉପରେ ଏହାର କୁପ୍ରଭାବ ପକାଇଥାଏ। ହାଇହିଲ ଆମ ମାଂସପେଶୀକୁ ଅସନ୍ତୁଳିତ କରିଦେଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ହାଇହିଲ ଆମ ଶରୀର ଉପରେ କେଉଁସବୁ ପ୍ରଭାବ ପକାଏ । ସମୟ-ସମୟରେ ହାଇ ହିଲ୍ ପିନ୍ଧିବାରେ କୌଣସି ଖରାପି ନାହିଁ କିନ୍ତୁ ଏହାର ନିୟମିତ ବ୍ୟବହାର ହାନି ପହଞ୍ଚାଇପାରେ। ଏହା ଦ୍ୱାରା ସମ୍ଭାବନା ରହିଛି…

Read More