Author: Ayesha Debnath

Pumpkin Seed: ଆଜିକାଲିର ସମସୟରେ ସବୁ କିଛିରେ ପରିବର୍ତ୍ତନ ହେଉଛି । ଟ୍ରେଣ୍ଡ ସବୁବେଳେ ବଦଳି ଯାଉଛି । ଯାହା ଆମ ଜୀବନଶୈଳୀ ବା ବ୍ୟକ୍ତିଗତ ଜୀବନରେ ବେଶ ଗଭୀର ପ୍ରଭାବ ପକାଇଥାଏ । ଯେଉଁଥିରେ ପରିବର୍ତ୍ତନ ନ ଆଣିଲେ ଆମକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ତେବେ ଆମେ ଆମ ଖାନ- ପାନରେ କିଛି ପରିବର୍ତ୍ତନ ଆଣିଲେ ଅନେକ ଲାଭ ପାଇଁ ପାରିବା ।ପ୍ରତିଦିନ କଖାରୁ ମଞ୍ଜି ଖାଇବା ଦ୍ୱାରା ଆମକୁ ଅନେକ ଲାଭ ମିଳିଥାଏ । କଖାରୁ ମଞ୍ଜି, ଯାହାକୁ ପେପିଟା ମଧ୍ୟ କୁହାଯାଏ, ଏକ ପୋଷକ ତତ୍ତ୍ୱଯୁକ୍ତ ଖାଦ୍ୟ ଯାହା ଅନେକ ସ୍ୱାସ୍ଥ୍ୟ ଉପକାରିତା ପ୍ରଦାନ କରିଥାଏ । କଖାରୁ ମଞ୍ଜିର କିଛି ପ୍ରମୁଖ ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ଆସନ୍ତୁ ଜାଣିବା । ପୋଷକ ତତ୍ତ୍ୱ ପ୍ରୋଟିନରେ ଭରପୂର: କଖାରୁ ମଞ୍ଜି ପ୍ରୋଟିନର ଏକ ଉତ୍ତମ ଉତ୍ସ, ଯାହା ନିରାମିଷ ଏବଂ ମିଷମାନଙ୍କ ପାଇଁ…

Read More