Author: Ayesha Debnath

Rashifala: ଆଜି ୨୮ ମାର୍ଚ୍ଚ । ଆଜିର ଦିନରେ ଏହି ରାଶିମାନଙ୍କର ପରିବାରରେ ସୁଖ-ପ୍ରୀତି ବୃଦ୍ଧି ପାଇବ । ଅଫିସରେ କାମ କରୁଥିବା ଲୋକଙ୍କୁ ଉଚ୍ଚ ପଦ ମିଳିପାରେ । ଜାଣନ୍ତୁ ଆପଣଙ୍କ ରାଶିଫଳ । ମେଷ : ଆଜିର ଦିନ ଆପଣଙ୍କ ପାଇଁ ନୂତନ ପ୍ରୟାସର ଦିନ । ଆପଣ ଆଜିଠାରୁ ଆପଣଙ୍କର ଦିନଚର୍ୟାରେ ପରିବର୍ତ୍ତନ ଆଣିବାକୁ ପ୍ରୟାସ କରିପାରିବେ। ଯାହା ଚାକିରି କ୍ଷେତ୍ରରେ ସକାରାତ୍ମକ ଫଳ ଦେବ। ଚାକିରୀକର୍ତ୍ତାମାନେ ପ୍ରମୋଶନ କିମ୍ବା ପ୍ରଶଂସା ପାଇବେ । ବ୍ୟବସାୟୀଙ୍କୁ ନିବେଶରେ ଲାଭ ମିଳିବ। ସ୍ୱାସ୍ଥ୍ୟ ନେଇ ସତର୍କ ଥାଆନ୍ତୁ ଏବଂ ଖାଦ୍ୟ ସମ୍ବନ୍ଧରେ ବିଶେଷ ଧ୍ୟାନ ଦିଅନ୍ତୁ । ପ୍ରେମ ସମ୍ବନ୍ଧରେ ମଧୁରତା ରହିବ। ବୃଷ : ଆପଣଙ୍କ ପାଇଁ ଆଜିର ଦିନ ସହଯୋଗର ଦିନ ହେବ । କାର୍ଯ୍ୟସ୍ଥଳରେ ଆପଣଙ୍କ ସହକାରୀ ଆପଣଙ୍କର ପ୍ରୟାସର ସମ୍ମାନ କରିବେ। ଯଦି ଆପଣ ସହଯୋଗରେ କାମ କରନ୍ତି, ତେବେ ଏହି ଦିନ…

Read More