Author: Ayesha Debnath

Weirdest Jobs In World: ଭାରତୀୟମାନେ ସବୁଠାରୁ ଅଧିକ ଯେଉଁ ଜିନିଷ ପାଇଁ ଚିନ୍ତିତ ରହିଥାନ୍ତି, ତାହା ହେଉଛି ଚାକିରୀ । ଭାରତରେ ଯଦି ବେରୋଜଗାରଙ୍କ ସଂଖ୍ୟା ଜଣାପଡ଼େ, ତେବେ ଆପଣ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ଅନ୍ୟପଟେ ଚାକିରୀ କରୁଥିବା ଲୋକେ ସେମାନଙ୍କର ଚାକିରି ପଳେଇଯିବାର ଭୟରେ ରହିଥାନ୍ତି । କାରଣ ଠାରେ ଚାକିରୀ ପଳେଇଯିବ ପରେ ବହୁତ କଷ୍ଟରେ ଆଉ ଗୋଟିଏ ଚାକିରୀ ମିଳିଥାଏ । ହେଲେ ବର୍ତ୍ତମାନ ଆମେ ଆପଣଙ୍କୁ କିଛି ଏଭଳି ଚାକିରୀ ବିଷୟରେ କହିବୁ, ଯାହା ବହୁତ ଅଦ୍ଭୁତ କିନ୍ତୁ ଏହାର ସେଲେରୀ ଭଲ । କୋଭିଡ୍ ପରେ ଦୁନିଆରେ କାମର ଅନେକ ଅଭାବ ଦେଖାଯାଇଥିଲା। କିନ୍ତୁ ୟୁକେର ମିସ୍ଟର କିପ୍ସ କିପ୍ପୀ କମ୍ପାନୀ ଗୋଟିଏ ଅଦ୍ଭୁତ ଜବ୍ ବାହାରିଥିଲା । ଏଥିରେ ଜବ୍ କରୁଥିବା ବ୍ୟକ୍ତିକୁ ପକ୍ଷୀ ଭଗାଇବା ପାଇଁ ଗୋଟିଏ ଦିନର 20,000 ଟଙ୍କା ଦିଆଯାଉଥିଲା । ଯଦି ଜଣେ ବ୍ୟକ୍ତି ପକ୍ଷୀ ଭଗାଇବାରେ…

Read More