Author: Ayesha Debnath

Prabhas: ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରି (ଟିଏଫଆଇ)ର ରିବେଲ ଷ୍ଟାର ପ୍ରଭାସ ନିଶ୍ଚିତ ଭାବରେ ସହରର ‘ମୋଷ୍ଟ ଏଲିଜିବଲ୍ ବ୍ୟାଚେଲର’ ଅଟନ୍ତି । ପୂର୍ବରୁ ବାହୁବଳୀ ଫେମ୍ ଅନେକ ଅଭିନେତ୍ରୀ ବିଶେଷ କରି ଅନୁଷ୍କା ସେଟ୍ଟୀଙ୍କ ସହ ଯୋଡ଼ି ହୋଇଥିବା ବେଳେ ଇଣ୍ଡଷ୍ଟ୍ରିରେ ଏବେ ଚର୍ଚ୍ଚା ହେଉଛି ପ୍ରଭାସ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସୂଚନା ଅନୁଯାୟୀ, ହାଇଦ୍ରାବାଦର ଜଣେ ଜଣାଶୁଣା ବ୍ୟବସାୟୀଙ୍କ ଝିଅ ସହିତ ଡାର୍ଲିଂ ପ୍ରଭାସଙ୍କ ବିବାହ ସ୍ଥିର ହୋଇଛି। କାହା ନାମ ପ୍ରଭାସଙ୍କ ବିବାହ କାର୍ଡରେ? ‘ବାହୁବଳୀ-୨: ଦ କନକ୍ଲୁଜନ’ର ବିପୁଳ ସଫଳତା ସହ ଲୋକପ୍ରିୟତା ସୀମା ଅତିକ୍ରମ କରିଥିବା ପ୍ରଭାସ ରୂପେଲି ପରଦାରେ ସେନସେସନ୍ ଭାବେ ଉଭା ହୋଇଛନ୍ତି। ନିଜର ଉଲ୍ଲେଖନୀୟ ଅଭିନୟ ଦ୍ୱାରା ସେ ଚଳଚ୍ଚିତ୍ର ଦର୍ଶକଙ୍କ ହୃଦୟରେ ନିଜର ସ୍ଥାନ ସୁଦୃଢ଼ କରିପାରିଛନ୍ତି। ନିଜ ସିନେମା ବ୍ୟତୀତ ଟଲିଉଡ୍ ହାର୍ଟଥ୍ରୋବ୍ଙ୍କ ବ୍ୟକ୍ତିଗତ ଜୀବନ ବିଶେଷ କରି ତାଙ୍କ ବିବାହ…

Read More