Author: Ayesha Debnath

Ranya Rao : ଅଭିନେତ୍ରୀ ରଣୟା ରାଓଙ୍କ ସହ ଜଡ଼ିତ ସୁନା ଚୋରା ଚାଲାଣ ମାମଲାର ତଦନ୍ତ କରୁଥିବା ଡିଆରଆଇ ଜାଣିବାକୁ ପାଇଛି ଯେ ସେ ପୂର୍ବରୁ ପ୍ରାୟ ୧୪.୫୬ କେଜି ସୁନା ଚୋରା ଚାଲାଣ କରିଥିଲେ ଏବଂ ସାହିଲ ସାକାରିଆ ଜୈନ ତାଙ୍କୁ ଭାରତରେ ବିକ୍ରି କରିବାରେ ସାହାଯ୍ୟ କରିଥିଲେ। ଫଳରେ ରାଜକୋଷକୁ ୪.୪୫ କୋଟି ଟଙ୍କାର ସୀମା ଶୁଳ୍କ କ୍ଷତି ସହିବାକୁ ପଡ଼ିଛି ବୋଲି କେନ୍ଦ୍ରୀୟ ଏଜେନ୍ସି ଦାବି କରିଛି। ଏକ ସୂତ୍ରରୁ ପ୍ରକାଶ ଯେ ତୃତୀୟ ଅଭିଯୁକ୍ତ ଜୈନ ଭାରତରେ ଚୋରା ସୁନା ବିକ୍ରି କରିବା ଏବଂ ହାୱାଲା କାରବାରରେ ସହାୟକ ହୋଇଥିବା ଅଭିଯୋଗ ହୋଇଛି। ଗତ ମାର୍ଚ୍ଚ ୩ ତାରିଖରେ ରଣୟାଙ୍କ ଠାରୁ ଜବତ ହୋଇଥିବା ସୁନାକୁ ନିଷ୍କାସନ ଯୋଜନାରେ ସେ ସମ୍ପୃକ୍ତ ଥିଲେ। ରନ୍ୟା ତାଙ୍କ ଦୁବାଇ ଫୋନ୍ ନମ୍ବର ମାଧ୍ୟମରେ ଜୈନଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ସୁନା ନିଷ୍କାସନ ବିଷୟରେ କଥାବାର୍ତ୍ତା…

Read More