Author: Ayesha Debnath

Jaya- Amitabh Bachchan : ‘ଅମିତାଭ ବଚ୍ଚନ’ ଭାରତୀୟ ସିନେମାର ଏପରି ଏକ ନାମ, ଯାହାଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ତାଙ୍କ କଳା ଏବଂ କଠିନ ପରିଶ୍ରମ ବଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରାଇ ପାରିଛନ୍ତି । ସିନେମା ଜଗତକୁ ସେ ଅନେକ ସୁପର ହିଟ ଫିଲ୍ମ ଦେଇ ଦର୍ଶକଙ୍କର ମନରେ ରାଜ କରୁଛନ୍ତି । ତେବେ କେବଳ ସେ ତାଙ୍କର ରିଲ ଲାଇଫକୁ ନେଇ ନୁହେଁ ବରଂ ତାଙ୍କ ରିଏଲ ଲାଇଫକୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚାର କାରଣ ହୋଇଥାନ୍ତି । ଏମିତି ତ ତାଙ୍କ ନାମ ସହିତ ଅନେକ ଅଭିନେତ୍ରୀଙ୍କ ନାମ ଯୋଡ଼ା ଯାଇଛି । ହେଲେ ସେ ସମସ୍ତ ଗୁଜବକୁ ଏଡ଼ାଇ କେବଳ ଜୟ ବଚ୍ଚନଙ୍କୁ ବିବାହ କରିଥିଲେ । ହେଲେ ଆପଣମାନେ ଅମିତାଭ ଏବଂ ଜୟାଙ୍କ ପ୍ରେମ କାହାଣୀ ବିଷୟରେ ଜାଣିଛନ୍ତି କି ? ଚାଲନ୍ତୁ ଜାଣିବା…

Read More