Author: Ayesha Debnath

Muslims: ୭୧୨ରେ ଆରବ ପଟୁ ଭାରତ ଉପରେ ପ୍ରଥମ ଆକ୍ରମଣ ହୋଇଥିଲା । ସିନ୍ଧ ଉପରେ ଆରବ ସେନା କବଜା କରିବାରେ ସଫଳ ହୋଇଥିଲେ । କିନ୍ତୁ ଉତ୍ତର ଭାରତକୁ ପ୍ରବେଶ କରିବାକୁ ସେମାନଙ୍କୁ ଆହୁରି ୩ଶହ ବର୍ଷ ଲାଗିଯାଇଥିଲା । ଇସଲାମ ଜନ୍ମ ହେବାର ମାତ୍ର ଶହେ ବର୍ଷ ଭିତରେ ପୁରା ଆରବ,ଇରାନ,ମିଶରରେ ଶତ ପ୍ରତିଶତ ଧର୍ମାନ୍ତରଣ ହୋଇଥିଲା । କିନ୍ତୁ ସମ୍ପୂର୍ଣ୍ଣ ଭାରତକୁ ଧର୍ମାନ୍ତରିତ କରିବାରେ ଇସଲାମର ପ୍ରଚାରକ ସଫଳ ହୋଇନଥିଲେ । ଇସଲାମ ଭାରତର ମୁଳ ଧର୍ମକୁ ଲୋପ କରିବାରେ ପୁରା ସଫଳ ହୋଇନଥିଲା । କିଛି ଦିନ ପୂର୍ବେ ସଂସଦରେ ପାସ୍ ହୋଇଥିବା ଓ୍ବାକଫ୍ ଆଇନ ଏବଂ କର୍ଣ୍ଣାଟକରେ 8 ପ୍ରତିଶତ ସଂରକ୍ଷଣ ପ୍ରଦାନ ସମ୍ପର୍କିତ ସୁପାରିଶ ପରେ ମୁସଲମାନ ସମୁଦାୟ ନିରନ୍ତର ଚର୍ଚ୍ଚାରେ ରହିଛନ୍ତି। ଭାରତର ଜନସଂଖ୍ୟାର ପ୍ରାୟ 15 ପ୍ରତିଶତ ମୁସଲମାନ। ଦେଶରେ ହିନ୍ଦୁ ଧର୍ମ ପରେ ଇସଲାମ ହେଉଛି ଦ୍ୱିତୀୟ ସର୍ବାଧିକ…

Read More