Author: Ayesha Debnath

Aliens: ପୃଥିବୀକୁ ଛାଡ଼ି ଅନ୍ୟତ୍ର ଜୀବନ ଅଛି କି ? ମଣିଷଠାରୁ ଅଧିକ ବୁଦ୍ଧିମାନ ପ୍ରାଣି ବ୍ରହ୍ମାଣ୍ଡରେ ରହୁଛନ୍ତି କି ? ଆମେ ଯେଉଁମାନଙ୍କୁ ପରଗ୍ରହୀ ବା ଏଲିୟନ୍ସ କହୁ ସେମାନେ କ’ଣ ସତରେ କେବେ ପୃଥିବୀକୁ ଆସିଛନ୍ତି ? ନା ଭବିଷ୍ୟତରେ କେବେ ଆସିବାର ସମ୍ଭାବନା ରହିଛି ? ମାନବ ଓ ଏଲିୟନ୍ସଙ୍କ ମଧ୍ୟରେ ଯେତେବେଳେ ପ୍ରଥମଥର ପାଇଁ ସମ୍ପର୍କ ସ୍ଥାପନ ହେବ ସେତେବେଳେ କ’ଣ ହେବ ? ସେମାନେ ପୃଥିବୀ ଉପରେ ଆକ୍ରମଣ କରିବେ କି ? ସେମାନେ ପୃଥିବୀର ପ୍ରାକୃତିକ ସମ୍ପଦର ଶୋଷଣ ପାଇଁ ମାନବ ପ୍ରଜାତିକୁ ଲୋପ କରିଦେବେ କି ? ଏମିତି ଅନେକ ପ୍ରଶ୍ନ ଶହ ଶହ ବର୍ଷ ଧରି ମାନବ ପ୍ରଜାତିକୁ ଏକା ସମୟରେ ଡରାଏ ଓ ଉତ୍ସୁକ କରି ଆସିଛି । କଳ୍ପବିଜ୍ଞାନର କାହାଣୀଠାରୁ ହଲିଉଡର ଫିଲ୍ମ ସବୁଥିରେ ଏଲିୟନ୍ସ ହେଉଛନ୍ତି ଭୟଙ୍କର । କଳ୍ପନାରେ ଘର କରିଥିବା ଏଲିୟନ୍ସ ପ୍ରକୃତରେ…

Read More