Author: Ayesha Debnath

ଓ୍ବାରେନ୍ ବଫେଟ୍ – ଏମିତି ଏକ ନାମ, ଯାହା କେବଳ ବିଶ୍ୱର ଧନୀ ବ୍ୟକ୍ତିମାନଙ୍କ ତାଲିକାରେ ନାହିଁ ବରଂ ନିବେଶ ଜଗତରେ ସେ ହେଉଛନ୍ତି ଜୀବନ୍ତ ପୁସ୍ତକ । ୱାରେନଙ୍କୁ ଯଦି ଆପଣ ପଢ଼ିବେ ଓ ବୁଝିବେ ତେବେ ନିବେଶର ଫଣ୍ଡା ପୁରା ସଫା ହୋଇଯିବ । ୯୪ ବର୍ଷ ବୟସର ଏହି ବୃଦ୍ଧ ଏବେ ମଧ୍ୟ କୋଟି କୋଟି ଯୁବକଙ୍କୁ ସେୟାର ବଜାରରେ ଦିଗଦର୍ଶନ ଦେଉଛନ୍ତି। ୧୩୦ ବିଲିୟନ୍ ଡଲାରରୁ ଅଧିକ ସମ୍ପତ୍ତିର ମାଲିକ ବଫେଟ୍ ଦେଖାଇଛନ୍ତି ଯେ ଧନୀ ହେବା ପାଇଁ ଚମକଦମକ କିମ୍ବା କୌଣସି ଯାଦୁକରୀ ସୂତ୍ରର ଆବଶ୍ୟକତା ନାହିଁ – କେବଳ ଅନୁଶାସନ, ବୁଝାମଣା ଓ ଲମ୍ବା ଅବଧି ପାଇଁ ନିବେଶ କରିବାର ଆବଶ୍ୟକତା ରହିଛି । ଭାରତର ଯୁବ ନିବେଶକମାନଙ୍କ ପାଇଁ, ଯେଉଁମାନେ ପ୍ରତିଦିନ ସେୟାର ବଜାରର ଉତ୍ଥାନ ପତନ ଦେଖୁଛନ୍ତି, ସେମାନେଙ୍କ ପାଇଁ , ଓ୍ବାରେନଙ୍କ ବଫେଟଙ୍କ ଏହି ସରଳ କିନ୍ତୁ ଦୃଢ଼…

Read More