Author: Ayesha Debnath

କମଳା ଫଳ ସ୍ୱାଦିଷ୍ଟ ହେବା ସହ ଏହାର ଚୋପା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଅନେକ ସମୟରେ କମଳା ଖାଇବା ପରେ ଆମେ କମଳାର ଚୋପାକୁ ଫିଙ୍ଗି ଦେଇଥାଉ କିନ୍ତୁ ଏହି ଚୋପାରେ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା ଆମ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । କମଳା ଚୋପାରେ ଭିଟାମିନ୍ ସି, ଫ୍ଲାଭୋନୋଇଡ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ, ଯାହା ତ୍ୱଚା, ଆଖି ଏବଂ ହୃଦୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । କମଳା ଚୋପାର ବ୍ୟବହାର ତ୍ୱଚା ପାଇଁ ବିଶେଷ ଲାଭଦାୟକ ଅଟେ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ ସି ତ୍ୱଚାକୁ ଚମକଦାର ଓ ସୁସ୍ଥ ରଖିଥାଏ। ସେ କହିଛନ୍ତି ଯେ ଚୋପାକୁ ପେଷ୍ଟରେ ତିଆରି କରି ଫେସ୍ ମାସ୍କ ଭାବେ ବ୍ୟବହାର କରାଯାଇପାରେ, ଯାହା ତ୍ୱଚାରେ ଉନ୍ନତି ଆଣିବା ସହ ଦାଗ ମଧ୍ୟ କମ୍ କରିଥାଏ। ଏହା ବ୍ୟତୀତ…

Read More