Author: Ayesha Debnath

ବଡ଼ ପରଦାରେ ରିଲିଜ ହୋଇଛି ଫିଲ୍ମ ‘କଙ୍ଗୁୱା’ ୨୦୨୪ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ଏହାକୁ ଦେଖିବା ପାଇଁ ବେଶ ଉତ୍ସାହର ସହ ଅପେକ୍ଷା କରିଥିଲେ ଦର୍ଶକ । ହେଲେ ବକ୍ସ ଅଫିସ୍‌ରେ ନିରାଶ କଲା ‘କଙ୍ଗୁଭା’ । ଆଶା ଠାରୁ କମ୍ ରୋଜଗାର କରିବା ସହ ନିଜ ପ୍ରଦର୍ଶନରେ ଦର୍ଶକଙ୍କୁ ନିରାଶ କରିଛି ‘କଙ୍ଗୁଭା’ । ତେବେ ପ୍ରଥମ ଦିନର ଶୋ’ ଦେଖିବାକୁ ପ୍ରେକ୍ଷାଳୟରେ ଦର୍ଶକଙ୍କ ଭିଡ଼ ଜମିଥିଲା। ଏହି ଫିଲ୍ମରେ ବବି ଦେଓଲ ଭିଲେନ ଭୂମିକାରେ ଅଭିନୟ କରିଛନ୍ତି। ଏହାସହ ସୁପରଷ୍ଟାର ସୂରିୟା ଶିବକୁମାରଙ୍କ ସହ ଅଭିନେତ୍ରୀ ଦିଶା ପାଟାନି, ଯୋଗୀ ବାବୁ, କିଙ୍ଗସଲି, କୋଭାଇ ସରଲା, ଆନନ୍ଦ ରାଜଙ୍କ ପରି ଷ୍ଟାରମାନେ ଅଭିନୟ କରିଛନ୍ତି । ଏହି ଫିଲ୍ମ ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ହିନ୍ଦୀ ଏବଂ ଇଂରାଜୀ ସହିତ ୧୦ ଟି ଭାଷାରେ 3Dରେ ରିଲିଜ କରାଯାଇଛି । ବର୍ତ୍ତମାନ ସୋସିଆଲ ମିଡିଆରେ ‘କଙ୍ଗୁୱା’କୁ…

Read More