Author: Ayesha Debnath

 ଆମ ମଧ୍ୟରୁ ଅଧିକାଂଶ ଲୋକ ଟମାଟୋ ଖାଇବାକୁ ଭଲ ପାଆନ୍ତି । ପନିପରିବା ହେଉ କି ସାଲାଡ, ଟମାଟୋ ବିନା ସବୁ କିଛି ଅସମ୍ପୂର୍ଣ୍ଣ । ତେବେ ଆପଣ ଶୁଣିଥିବେ ଯେ କୌଣସି ଜିନିଷର ଅତ୍ୟଧିକ ସେବନ କ୍ଷତିକାରକ ଅଟେ । ସେହିପରି ଟମାଟୋ ଖାଇବା ପାଇଁ ଯେତିକି କ୍ଷତିକାରକ ସେତିକି ଲାଭଦାୟକ। ଟମାଟୋରେ ଭିଟାମିନ, ପୋଟାସିୟମ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭଳି ଅନେକ ପୋଷକ ତତ୍ତ୍ୱ ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଅଧିକ ମାତ୍ରାରେ ସେବନ କଲେ ଏହା କ୍ଷତିକାରକ ମଧ୍ୟ ହୋଇପାରେ । ଏସିଡିଟି ବଢ଼ିପାରେ ଟମାଟୋରେ ଭିଟାମିନ୍ ସି ଭରପୂର ମାତ୍ରାରେ ରହିଥାଏ, ତେଣୁ ଅଧିକ ଟମାଟୋ ଖାଇବା ଦ୍ୱାରା ଏସିଡିଟି ସମସ୍ୟା ଦେଖାଦେଇଥାଏ। ତେଣୁ ସୀମିତ ପରିମାଣରେ ଟମାଟୋ ଖାଇବା ଉଚିତ। ଗ୍ୟାସ୍ ସମସ୍ୟା ଯଦି ଆପଣ ପେଟ ଗ୍ୟାସ ସମସ୍ୟାରେ ପୀଡିତ ଅଛନ୍ତି ତେବେ ଅଧିକ ଟମାଟୋ ସେବନ ରୁ ଦୂରେଇ ରହିବା…

Read More